Browsing Tag

New Delhi

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୬ ରାଜ୍ୟ ହେଉଛି ଝାଡ଼ଖଣ୍ଡ, ତ୍ରିପୁରା, କେରଳ,…
Read More...

ସିସୋଦିଆଙ୍କ ଜାମିନ ଆବେଦନ; ସିବିଆଇ ଓ ଇଡିକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ସିବିଆଇ ଓ ଇଡିକୁ ନୋଟିସ୍‌ ଜାରି କରିଛନ୍ତି। ପତ୍ନୀଙ୍କ ଅସୁସ୍ଥତା…
Read More...

ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ନୀତୀଶ କୁମାରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ବୁଧବାର ଦୁଇଟି ପିସିଆର କଲ୍‌ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା…
Read More...

ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ, ଭାରତରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ଯୋଗୁ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଭାରତ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ…
Read More...

ଭୂକମ୍ପରେ ଥରିଲା ଦିଲ୍ଲୀରୁ କାଶ୍ମୀର; ଆଫଗାନିସ୍ତାନରେ କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆରମ୍ଭ କରି ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଚ୍‌, ରଜୌରୀ, ଶ୍ରୀନଗରରେ ଲୋକମାନେ ଭୂମିକମ୍ପ ଅନୁଭବ…
Read More...

ପଦ୍ମ ଧରିଲେ ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ

ନୂଆଦିଲ୍ଲୀ: ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ସେ…
Read More...

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦାଦା ୱାଇ ଏସ୍‌ ଭାସ୍କର ରେଡ୍ଡୀ ଗିରଫ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇ ଏସ୍‌ ଭାସ୍କର ରେଡ୍ଡୀଙ୍କୁ ରବିବାର ସିବିଆଇ ଗିରଫ କରିଛି। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ତାଙ୍କୁ ଗିରଫ…
Read More...

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡ଼ଗେ ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ସକାଳେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କଂଗ୍ରେସର କିମ୍ବଦନ୍ତୀ ନେତା…
Read More...

ରାଜଧାନୀରେ ବାଣ ପ୍ରତିବନ୍ଧକ: ଫୁଟାଇଲେ କିମ୍ବା କିଣିଲେ ଗଣିବେ ଜରିମାନା, ଯିବେ ଜେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ। ମନ୍ତ୍ରୀଙ୍କ…
Read More...

ସ୍ପାଇସଜେଟ୍‌ ବିମାନର ହାଇଦ୍ରାବାଦରେ ଜରୁରୀ ଅବତରଣ; ତଦନ୍ତ ଜାରି

ନୂଆଦିଲ୍ଲୀ: ଗୋଆରୁ ଆସୁଥିବା ସ୍ପାଇସଜେଟ୍‌ର ଏକ ବିମାନ ବୁଧବାର ରାତିରେ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଡିଜିସିଏ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି।…
Read More...