www.samajalive.in
Saturday, December 6, 2025
16.1 C
Bhubaneswar

ସିଡିଏସ ଅନୀଲ ଚୌହାନଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ: ନବନିଯୁକ୍ତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ ଅନୀଲ ଚୌହାନଙ୍କୁ ଦିଲ୍ଲୀ ପୁଲିସର ଜେଡ୍ ପ୍ଲସ୍‌ ଶ୍ରେଣୀ ସଶସ୍ତ୍ର ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ମୁତାବକ, ସିଡିଏସଙ୍କୁ ଜେଡ୍ ପ୍ଲସ୍‌ ଶ୍ରେଣୀ ସୁରକ୍ଷା ସହିତ ଦିଲ୍ଲୀ ପୁଲିସର ଯବାନଙ୍କ ପକ୍ଷରୁ ସୁରକ୍ଷା ମିଳିବ। ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଚୌହାନଙ୍କ ଘର ଓ ଗସ୍ତ କାଳରେ ୩୩ ସଶସ୍ତ୍ର ପୁଲିସ ଅଧିକାରୀ ତାଙ୍କ ସହ ରହିବେ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories