Browsing Tag

madhya pradesh

ମହାକାଳ ମନ୍ଦିର ଗର୍ଭଗୃହରେ ଅଗ୍ନିକାଣ୍ଡ, ନିଆଁ ଲାଗି ପୂଜାରୀଙ୍କ ସହ ୧୩ ଜଣ ଆହତ

ଉଜ୍ଜୈନ: ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳ ମନ୍ଦିରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ସୋମବାର ସକାଳେ ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତୀ ବେଳେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂଜାରୀଙ୍କ ସମେତ ୧୩ଜଣ ଆହତ ହୋଇଛନ୍ତି…
Read More...

ପଦ୍ମ ଧରିବେ କମଲନାଥ, ପ୍ରୋଫାଇଲରୁ ହଟାଇଲେ କଂଗ୍ରେସ ନାଁ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ…
Read More...

କୋଭିଡ୍‍ ହସ୍ପିଟାଲର ଲୋକାର୍ପଣ ଓ ଅମ୍ଳଜାନ ବଟଲିଂ ପ୍ଲାଂଟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ -ଅମ୍ଳଜାନ ବଟଲିଂ ପ୍ଲାଂଟ୍‍ ମଧ୍ୟପ୍ରଦେଶର ଅକ୍ସିଜେନ୍‍ ଆବଶକତାକୁ ପୂରଣ କରିବ -୨୦୦ ଶଯ୍ୟା ବିଶିଷ୍ଟ…
Read More...

ଆଜି ବି ଏଠାରେ ରାବଣଙ୍କୁ ମିଳେ ଜ୍ୱାଇଁ ସମ୍ମାନ, ସନ୍ତାନ ପ୍ରାପ୍ତି ପାଇଁ କରାଯାଏ ପୂଜା

ଅକ୍ଟୋବର ୨୫ ରବିବାର ଦିନ ଦଶହରା ପର୍ବ ପାଳନ କରାଯିବ। ଏହି ଦିନ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରାଯାଏ। ରାବଣ ପୋଡି ସହ ନବରାତ୍ରୀ ମଧ୍ୟ ଶେଷ ହୋଇଥାଏ। ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ଦଶହରା…
Read More...

ମଧ୍ୟପ୍ରଦେଶର ଘରୋଇ ଡ଼ାକ୍ତରଖାନାରେ କରୋନା ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଭୋପାଳ: ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ କୋଭିଡ଼ କେୟାର ହସପିଟାଲ ବ୍ୟତୀତ ଘରୋଇ…
Read More...

ମଧ୍ୟପ୍ରଦେଶରେ କୋଠା ଭୁଶୁଡି ୬ ଗୁରୁତର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଦେୱାସର ଲାଲ ଗେଟ୍ ଅଞ୍ଚଳ ନିକଟରେ ଦୁଇ ମହଲା କୋଠା ଭୁଶୁଡି ପଡିଛି। ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଉଦ୍ଧାର…
Read More...

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ): ଶିକ୍ଷାର ମୂଲ୍ୟ ବୁଝି ଜଣେ ବାପା ନିଜ ପୁଅକୁ ପରୀକ୍ଷା ସେଣ୍ଟରରେ ପହଞ୍ଚାଇବାକୁ ୧୦୫ କିମି ସାଇକେଲରେ ବାସାଇ ନେଇଛନ୍ତି। ମଧ୍ୟପ୍ରଦେଶର ଧାର ଜିଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ…
Read More...

କରୋନାରେ ମଧ୍ୟ ଥମିନି ଯୌନ ନିର୍ଯାତନା : ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଆଖି ନଷ୍ଟ କଲା ଅଭିଯୁକ୍ତ

ଭୋପାଳ : ମହାମାରୀ କରୋନାକୁ ନେଇ ସମଗ୍ର ଦେଶ ଚିନ୍ତିତ ଥିବା ବେଳେ ଏଭଳି ପରିସ୍ଥିତିରେ ଯୌନ ନିର୍ଯାତନା ଥମିବାର ନାଁ ଧରୁନାହିଁ। ଏକ ୬ ବର୍ଷର ଶିଶୁକନ୍ୟା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେବଳ…
Read More...