Browsing Tag

lockdown

ଲକଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟଗୁଡିକର ନିବେଦନ

ନୂଆଦିଲ୍ଲୀ ; ୨୪ ମାର୍ଚ୍ଚରୁ ସାରା ଦେଶରେ ୨୧ ଦିନର ତାଲା ପଡିଛି। ତେବେ ଭାରତରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ବିଭିନ୍ନ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ ଲକଡାଉନ୍ ଅବଧିକୁ ବୃଦ୍ଧି…
Read More...

ପୁଅ ଜନ୍ମ ହେବା ପରେ ନାଁ ରଖିଲେ ‘ଲକ୍‌ଡାଉନ’, ଚର୍ଚ୍ଚାରେ ଦମ୍ପତି

ନୂଆଦିଲ୍ଲୀ: କରୋନା ଭୂତାଣୁ ଗୋଟିଏ ପଟେ ଦେଶରେ ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଅନ୍ୟପଟେ ଲୋକମାନେ ଏହି ପ୍ରତିକୂଳ ପରିସ୍ଥିତିକୁ ସ୍ମରଣୀୟ କରିବା ଲାଗି ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଟଣା…
Read More...

ଗ୍ରାମାଂଚଳରେ ଲକଡାଉନ : ଗଛ ଡାଳ, ପଥର ରଖିବା ସହ ଦଉଡି ବାନ୍ଧି ରାସ୍ତା ଅବରୋଧ

କଲମପୁର ; କରୋନା ଭୂତାଣୁ ସଂକ୍ରମଣ ନେଇ ସହର ଠାରୁ ଗ୍ରାମାଂଚଳ ଯାଏଁ ସବୁ ଠାରେ ଲୋକ ଭୟଭୀତ। ସରକାରଙ୍କ ବାରମ୍ବାର ତାଗିଦ ଓ ପୁଲିସର ମାଡ ଭୟରେ ବହୁ ଲୋକ ଘରୁ ବାହାରକୁ ବାହାରୁ ନାହାଁନ୍ତି। କିନ୍ତୁ କିଛି ଅମାନିଆ ସବୁ…
Read More...

କରୋନା ପ୍ରଭାବ ; ରୁଷରେ ଚାଲିଥିବା ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ ବନ୍ଦ

ନୂଆଦିଲ୍ଲୀ ; ରୁଷରେ ଗଗନଯାନ ପାଇଁ ତାଲିମ ନେଉଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଯେଉଁଠାରେ ଏହି ମହାକାଶଚାରୀମାନେ ଅଭ୍ୟାସ କରୁଥିଲେ, କରୋନା ମହାମାରୀ ଯୋଗୁଁ କେନ୍ଦ୍ରକୁ ବନ୍ଦ…
Read More...

ଏପ୍ରିଲ ୧୫ରୁ ସେବା ଆରମ୍ଭ କରିବ ରେଲୱେ, କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ଦେଶରେ ଲକଡାଉନ ସମୟସୀମା ଶେଷ ହେବ। ଏହା ପରଦିନ ଅର୍ଥାତ ୧୫ ତାରିଖରୁ ରେଲୱେ ତାହାର ସେବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଲୱେ ପକ୍ଷରୁ ଏହାର ସମସ୍ତ ସୁରକ୍ଷାକର୍ମୀ,…
Read More...

ରାସନ ସାମଗ୍ରୀ ଦାବିରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌର ପରିଷଦର ଶତାଧିକ ନିରାଶ୍ରୟ ପରିବାର ଶୁକ୍ରବାର ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଲକ୍‌ଡାଉନ ସମୟରେ ସମସ୍ତ କର୍ମନିଯୁକ୍ତି ବନ୍ଦ ହୋଇଯାଇଛି।…
Read More...

ସିଂହନପୁର ଲକଡାଉନ୍ କଲେ ସ୍ଥାନୀୟ ଲୋକେ

ପଦ୍ମପୁର : ଲକଡାଉନ୍ କୁ କିଛି ଲୋକ ମାନୁଥିବା ବେଳେ ଆଉ କିଛି ଫାଙ୍କୁଛନ୍ତି। ବିଭିନ୍ନ ଗ୍ରାମରେ ବିନା କାରଣରେ ଘରୁ ବାହାରିବା, ଗାଁ ଦାଣ୍ଡରେ ବସିବା, ଗହଳି କରିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସିଂହନପୁର…
Read More...

ଏପ୍ରିଲ ୧୪ ପରେ ଲକ୍‌ଡାଉନ ସମୟସୀମା ବୃଦ୍ଧିର ଯୋଜନା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ​‌ରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ ସମୟସୀମା ଆଉ କିଛିଦିନ ବୃଦ୍ଧି ପାଇପାରେ ବୋଲି କେତେକ ଗଣମାଧ୍ୟମରେ…
Read More...

ଲକ୍‌ଡାଉନ ପ୍ରଭାବ: ୩ ଦିନରେ ଭାରତରେ କମିଛି ସଂକ୍ରମଣ ହାର

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ବିଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫…
Read More...

କରୋନା ଡରରେ ଗାଁରେ ପୂରାଇ ଦେଲେନି; ଗଛ ଉପରେ କ୍ବାରେଣ୍ଟାଇନରେ ୭ ଯୁବକ

କଲକାତା: କରୋନା ଭୂତାଣୁ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। ତେବେ ପଶ୍ଚିମବଙ୍ଗରେ ଚେନ୍ନାଇରୁ…
Read More...