Browsing Tag

lockdown

ଲକ୍‌ଡାଉନ: ଏଣିକି ୧୪ ଦିନିଆ ପୃଥକ କେନ୍ଦ୍ରକୁ ଯିବେ ଉଲ୍ଲଂଘନକାରୀ

ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। କିନ୍ତୁ ଅଧିକାଂଶ ରାଜ୍ୟରେ ଏହାକୁ ଲୋକେ ମାନୁନାହାନ୍ତି। ଲକ୍‌ଡାଉନ ଘୋଷଣା ହେବା ପରେ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକ ଶ୍ରେଣୀର ଲୋକେ ଛାନିଆ ହୋଇ…
Read More...

ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରମୁହାଁ ହୋଇଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଗାଡ଼ିମୋଟର ଚଳାଚଳ କରୁ ନ  ଥିବାରୁ ସେମାନେ ଚାଲି ଚାଲି ଘରକୁ ଫେରୁଛନ୍ତି। ଦେଶର ୨୭ଟି…
Read More...

ମୋଦୀଙ୍କ ‘ମନ୍‌ କୀ ବାତ୍‌’: କହିଲେ ଲକ୍‌ଡାଉନ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ, ଅସୁବିଧା ପାଇଁ କ୍ଷମା ମାଗୁଛି

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ସହିତ ଲଢ଼ିବା ପାଇଁ ଲକ୍‌ଡାଉନ ବ୍ୟତୀତ ଅନ୍ୟ କୌଣସି ୨ୟ ବିକଳ୍ପ ନାହିଁ। ତେଣୁ ଦେଶରେ ଲକ୍‌ଡାଉନ ଯୋଗୁ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ ଦୁଃଖିତ। ଗରିବମାନେ ଏଥିପାଇଁ ବହୁ…
Read More...

ଆନ୍ଧ୍ରରେ ଫଶିଛନ୍ତି ୩ ଜିଲାର ୨୬ ଯୁବକ

ବନ୍ତଳା: ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ଫଶିଛନ୍ତି ୩ ଜିଲାର ୨୬ ଯୁବକ। ଅନୁଗୋଳ, କଟକ ଏବଂ ନୟାଗଡ଼ ଜିଲାର ଏହି ଯୁବକମାନେ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ସୋସିଆଲ…
Read More...

ଲକ୍‌ଡାଉନ: ଘରୁ ବାହାରିବାରୁ ସାନ ଭାଇକୁ ହତ୍ୟା କଲା ବଡ଼

ମୁମ୍ବଇ: ସାରା ଦେଶ ଲକ୍‌ଡାଉନ ହୋଇଛି। ଲୋକେ ଘରୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି। ଦେଶ ବ୍ୟାପୀ ବିଭିନ୍ନ ସ୍ଥାନରେ ପୁଲିସ ବି ଯାଞ୍ଚ କଡ଼ାକଡ଼ି କରୁଛି। କିନ୍ତୁ ଲକ୍‌ଡାଉନ ସମୟରେ…
Read More...

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସର ମାଡ଼, ଏନଏଚଆରସିରେ ପିଟିଶନ

ଭୁବନେଶ୍ଵର: ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ସମୟରେ ଅନେକ ଲୋକ ବାହାରି ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପୁଲିସ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଲାଠିରେ ଅମାନୁଷିକ ଭାବେ ମାଡ଼ ମାରୁଥିବା ଦେଖିବାକୁ…
Read More...

ମାଲକାନଗିରିରୁ ଶିଖନ୍ତୁ

ମାଲକାନଗିରି: କରୋନା ଭୂତାଣୁ ବିରୋଧରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ପୂରା ଦେଶକୁ କରୋନା କବଳରୁ ରକ୍ଷା କରିବା ଲାଗି ଲୋକମାନେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି…
Read More...

ଓଡ଼ିଶାବାସୀଙ୍କୁ ଓଡ଼ିଆରେ ସଚେତନତା ବାର୍ତ୍ତା ପଠାଇଲେ ସଲମାନ

ଭୁବନେଶ୍ଵର: ଦେଶରେ କରୋନା ଭୂତାଣୁ ଦ୍ରୁତଗତିରେ ବଢ଼ି ଚାଲିଛି। ପ୍ରତିଦିନ ୫୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ଓଡ଼ିଶାରେ ବି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା…
Read More...

କର୍ଫ୍ୟୁ ଲାଗିଲେ ଚେତା ପଶିବ କି ?

ଭୁବନେଶ୍ଵର: ଘରେ ରୁହ। କେହି ବାହାରକୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତ୍ଵ ରକ୍ଷା କରନ୍ତୁ। ନିଜ ଓ ନିଜ ପରିବାରର ଜୀବନ ବଞ୍ଚାଇବା ସହିତ ରାଜ୍ୟ ତଥା ଦେଶକୁ ବିପଦମୁକ୍ତ କରନ୍ତୁ। କରୋନା ଭୂତାଣୁଠାରୁ ସୁରକ୍ଷିତ…
Read More...

ଲକ୍‌ଡାଉନ ନିୟମ ଭାଙ୍ଗିଲେ ହୋଇପାରେ ୨ ବର୍ଷ ଜେଲ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ପୂରା ଦେଶରେ ୩ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଅତି ଜରୁରୀ କାର୍ଯ୍ୟ ନ ଥିଲେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ଲାଗି କୁହାଯାଇଛି।…
Read More...