Browsing Tag

lockdown

ଲକଡାଉନ ୨.୦: ନୂଆ ଗାଇଡ୍‌ଲାଇନ ଜାରି କଲା କେନ୍ଦ୍ର, ଜାଣନ୍ତୁ କ’ଣ ବନ୍ଦ ଓ କ’ଣ ଖୋଲା ରହିବ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାର ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରମାନଙ୍କ ପରାମର୍ଶକୁ ବିଚାର କରି କେନ୍ଦ୍ର ଏହି ନିଷ୍ପତ୍ତି ନେବା ସହିତ ଲକଡାଉନ…
Read More...

କାଲି ମୋଦୀଙ୍କ କ୍ୟାବିନେଟ ବୈଠକ, ଲକଡାଉନ ବଢ଼ିବା ପରେ ନୂଆ ପ୍ୟାକେଜ ପାଇଁ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଲକଡାଉନ ସମୟସୀମା ବୃଦ୍ଧି କରାଯିବା ପରେ କେନ୍ଦ୍ର ସରକାର ଆଉ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…
Read More...

ଡ୍ରୋନ ଜରିଆରେ ବିଶୋଧନ ହେଲା ରାଜମହଲରୁ ଶିଶୁଭବନ ଛକ ରାସ୍ତାଘାଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ବିଭକ୍ତ କରାଯାଇ ବିଶୋଧନ…
Read More...

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ଟି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସମ୍ବୋଧିତ କରିଥିଲେ। ଏହି ମହାମାରୀ ଭୂତାଣୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା- ମେ ୩ ଯାଏ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କରୋନା ସମ୍ପର୍କରେ…
Read More...

କରୋନା ଠାରୁ ବଳିଗଲା କୁକୁର କାମୁଡା; ଦୈନିକ ୪୦ରୁ ୫୦ ଜଣ କୁକୁର ଆକ୍ରମଣର ହେଉଛନ୍ତି ଶିକାର

ଇନ୍ଦୋର ; ମଧ୍ୟପ୍ରଦେଶରେ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଗତ ୨୦ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲକଡାଉନ୍ ଯୋଗୁଁ ଖାଦ୍ୟ…
Read More...

କରୋନା ଡର: ମୁମ୍ବଇରୁ ୧୫୦୦ କି.ମି. ଚାଲି ଚାଲି ଘରେ ପହଞ୍ଚିଲେ ଯୁବକ, ଦୂଆରମୁହଁରୁ ଫେରାଇଦେଲା ମା’

ବାରାଣସୀ: କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଲକଡାଉନ ଜାରି ହେବା ପରେ ବାହାର ରାଜ୍ୟ ବା ସହରରେ ରହୁଥିବା ଲୋକେ ଘରମୁହାଁ ହେଉଛନ୍ତି। କିଏ ସାଇକେଲ ଚଳାଇ ତ ଆଉ କି ଚାଲି ଚାଲି ଘରକୁ ଫେରୁଛନ୍ତି। କିନ୍ତୁ କରୋନା…
Read More...

ସମଦୂରତା ମାନୁନାହାନ୍ତି ଅମାନିଆ

ସୁଆଣ୍ଡୋ: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ କେତେକ ଅମାନିଆ ଲକଡାଉନ ନିୟମ ଉଲ୍ଲଂଘନ କରିବା ସହିତ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହି ଘଟଣା ଦେଖିବାକୁ…
Read More...

ମହାରାଷ୍ଟ୍ରରେ ଏପ୍ରିଲ ୩୦ ଯାଏଁ ବଢିଲା ଲକଡାଉନ୍, ବିଜେପି କାଉନସିଲରଙ୍କ ସମେତ ୧୧ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରରେ ଲକଡାଉନର ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପଞ୍ଜାବ, ଓଡିଶା ଏବଂ ରାଜସ୍ଥାନରେ ମଧ୍ୟ ଏହି…
Read More...

ଲକ୍‌ଡାଉନରୁ ବାଦ୍‌ ପଡ଼ିଲା ମତ୍ସ୍ୟ ଚାଷ

ଭୁବନେଶ୍ବର: ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ପୂର୍ବରୁ କୃଷି କାର୍ଯ୍ୟକୁ…
Read More...