QNETIC – Mobile
Browsing Tag

kalahandi news

ଲାଇସେନ୍ସ ନବୀକରଣ କରିନଥିବା ୨ ଘରୋଇ ପାଥୋଲ୍ୟାବ୍‌ ସିଲ୍

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲାଇସେନ୍ସ ନବୀକରଣ କରି ନ ଥିବା ୨ଟି ପାଥୋଲୋଜି ସେଣ୍ଟରକୁ ଶୁକ୍ରବାର ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ସିଲ କରାଯାଇଛି। ସତ୍ୟସାଇ ପାଥୋଲୋଜିର ମାଲିକ…
Read More...

ବରିଷ୍ଠ ସୁରକ୍ଷା ପରାମର୍ଶଦାତାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ସକାଳ ୧୦ ଟାରେ କଳାହାଣ୍ଡି ରିଜର୍ଭ ପୁଲିସ ପଡ଼ିଆରେ ସେ ହେଲିକପ୍ଟର ଯୋଗେ ଆସି…
Read More...

ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୁଲିଆ ନିକଟରେ ବୁଧବାର ଏକ ୧୦୮ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି। ଏହି ଆମ୍ବୁଲାନରେ କେହି ରୋଗୀ ନଥିଲେ ବୋଲି…
Read More...

କଳାହାଣ୍ଡିରେ ମାଓ ମୁକାବିଲା ପାଇଁ ସମୀକ୍ଷା ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲାରେ ମାଓ ମୁକାବିଲା ପାଇଁ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠରେ ପୁଲିସ ଡ଼ିଜି ଅଭୟ, ଡ଼ିଆଇଜି ସଫିନ ଅହମଦ ଖାଁ, ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡ଼ିଜି ସତ୍ୟଜିତ୍‍ ମହାନ୍ତି,…
Read More...

ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର କରିବା ଦାବିରେ ଗଣଧାରଣା

କଳାହାଣ୍ଡି: ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର ଭାବେ ସୁନିଶ୍ଚିତ କରିବା ନିମନ୍ତେ ଆମ୍ବେଦକରରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ଦାବି ହୋଇଛି। ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲାପାଳ…
Read More...

ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ଭବାନୀପାଟଣା : କଳାହାଣ୍ଡିରେ ଧାନ ଉଠାଣକୁ ନେଇ ବିଳମ୍ବ ଯୋଗୁଁ ଚାଷୀମାନେ ଗୁରୁବାର କୋକସରା ବ୍ଲକ ଆମପାଣି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କେତେବେଳେ…
Read More...

ଓଡିଶା- ଛତିଶଗଡ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ଛତିଶଗଡ ପୁଲିସ : ୨ ଗିରଫ

କଳାହାଣ୍ଡି : ଗତ ଜାନୁଆରୀ ୧୦ ତାରିଖରେ କଳାହାଣ୍ଡି –ଛତିଶଗଡ଼ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ରବିବାର ପର୍ଦ୍ଦାଫାସ କରିଛି ଛତିଶଗଡ ପୁଲିସ। କେବେଳ ୫୦ ଡିସମିଲ ଜମି ପାଇଁ  ନିଜ ଭାଇ ଓ ପୁତୁରା ଏହି ହତ୍ୟାକାଣ୍ଡ…
Read More...

ରେଳ ଲାଇନରେ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ଟିଟିଲାଗଡ଼-ବିଜୟନଗରମ ତୃତୀୟ ରେଳ ଲାଇନ କାମ କେସିଙ୍ଗା ଷ୍ଟେସନ ଠାରେ ଜାରି ରହିଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଝାରଖଣ୍ଡ ରାଜ୍ୟର…
Read More...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ; ଦୋଳାରେ ବୁହା ହେଲେ ରୋଗୀ

କଳାହାଣ୍ଡି : ଗାଁର ରାସ୍ତା ଅବସ୍ଥା ଶୋଚନୀୟ ହେତୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରବିବାର ଜଣେ ରୋଗୀ ଦୋଳାରେ ବୁହା ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର…
Read More...

ମା ମାଣିକେଶ୍ୱରୀଙ୍କ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ

କଳାହାଣ୍ଡି:କଳାହାଣ୍ଡିର ଆରାଧ୍ୟଦେବୀ ମା ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେପ୍ଟେମ୍ବର ୮ ଦଶମୀ ତିଥି ସକାଳ ୬.୩୦ ମିନିଟ ରୁ ୯.୪୦ ମଧ୍ୟରେ ନବାନ୍ନ ଭୋଗ ଲାଗିବା ପାଇଁ ସମୟ…
Read More...