Browsing Tag

israel

ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ। ଯୁଦ୍ଧ ପରିସ୍ଥିିତି ମଧ୍ୟରେ ମାଲବାହୀ ଜାହାଜ ‘ଏମଏସସି ଏରିଜ୍‌‌’ ୧୭ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ…
Read More...

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଭାରତର ସତର୍କବାଣୀ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଭାରତୀୟ ନାଗରିକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବାସହ…
Read More...

ଏହି ଦୁଇ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଯେକୌଣସି ପରିସ୍ଥିତିରେ ଇରାନ୍‌‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇପାରେ। ଫଳରେ ଇରାନ ଓ ଇସ୍ରାଏଲକୁ ଯାତ୍ରା କରିବାକୁ ଯାଉଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ।…
Read More...

ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ। ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ଇସ୍ରାଏଲ-ହମାସ…
Read More...

ଅସ୍ତ୍ରବିରତି ଆଶା କ୍ଷୀଣ! ହମାସର ଏହି ପଦକ୍ଷେପ ପାଇଁ କାଇରୋ ଆଲୋଚନାରୁ ଓହରିଲା ଇସ୍ରାଏଲ

ଜେରୁଜେଲମ: ଇସ୍ରାଏଲ ଓ ହମାସ ମଧ୍ୟରେ ପାଞ୍ଚ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଆତଙ୍କୀ ଇସ୍ରାଏଲ ଉପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ପରେ ଇସ୍ରାଏଲ କଡ଼ା ପ୍ରତିଜବାବ ଓ…
Read More...

ଘମାଘୋଟ ଯୁଦ୍ଧ , କେହି ରୋକିପାରିବେ ନାହିଁ’- ହମାସ ଆକ୍ରମଣରେ ଇସ୍ରାଏଲର ୯ ସୈନିକ ମୃତ

ତେଲ ଆବିଭ୍‌ : ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ…
Read More...

ଚୀନରେ ଇସ୍ରାଏଲ କୂଟନୀତିଜ୍ଞଙ୍କୁ ମରଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି

ବେଜିଂ: ଚୀନର ରାଜଧାନୀ ବେଜିଂରେ ଜଣେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ମିଡିଆ ରିପୋର୍ଟ ଅନୁସାରେ, ଇସ୍ରାଏଲ କୂଟନୀତିଜ୍ଞୁ ଛୁରୀରେ ଆକ୍ରମଣ ହୋଇଛି ଏବଂ ସେ ବର୍ତ୍ତମାନ ଡାକ୍ତରଖାନାରେ…
Read More...

ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ

ଜେରୁଜେଲମ: ଗତ ମାସରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ଲଢେଇରେ ଅନ୍ତ ଘଟାଇବାକୁ ରାଜିନାମା ହେବାବରେ ବୁଧବାର ଇସ୍ରାଏଲ ପୁନର୍ବାର ଆକ୍ରମଣ କରିଛି। ଗାଜା ଅଞ୍ଚଳ ଉପରେ ଇସ୍ରାଏଲ ସୈନ୍ୟମାନେ…
Read More...

ବେନେଟ୍‍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ; ସାରା ବିଶ୍ୱରୁ ଛୁଟୁଛି ଅଭିନନ୍ଦନର ସୁଅ

ତେଲଆଭିଭ (ଇସ୍ରାଏଲ): ବାରବର୍ଷ କାଳ ଇସ୍ରାଏଲ ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ ନେତନ୍ୟାହୁଙ୍କ ଶାସନରେ ଅନ୍ତ ଘଟିଛି। ତାହାସହିତ ନଫତାଲି ବେନେଟ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବେନେଟ…
Read More...

ଇସ୍ରାଏଲ-ହାମାସ୍‍ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି; ୧୧ ଦିନ ଲଢେଇ ପରେ ଗାଜାକୁ ଶାନ୍ତି ଫେରିବା ଆଶା

ଗାଜା/ଜେରୁଜେଲମ: ଆଜିଠାରୁ ଇସ୍ରାଏଲ ଓ ହାମାସ୍‍ ପରସ୍ପର ଉପରେ ଗାଜା ଅଞ୍ଚଳରେ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ ରଖିବେ। ଏ ସମ୍ପର୍କରେ ପାଲେଷ୍ଟିନୀୟ ଇସଲାମିକ ଗୋଷ୍ଠୀ ଏବଂ ଇଜିପ୍ଟ ଟେଲିଭିଜନ ସୂତ୍ରରୁ ଜାଣିବାକୁ…
Read More...