www.samajalive.in
Saturday, December 6, 2025
14.1 C
Bhubaneswar

ସାମ୍ନାକୁ ଆସିଲା ଯୁଦ୍ଧର ଭୟଙ୍କର ଦୃଶ୍ୟ, ଚାରିଆଡ଼େ ଜଳୁଛି ନିଆଁ

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ଲାଗି ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଛି। ଗୁରୁବାର ରାତିରେ ହେଜବୋଲ୍ଲା ସଂଗଠନର ଆଡ୍ଡାସ୍ଥଳୀ ଉପରେ ବହୁ ସଂଖ୍ୟାରେ ରକେଟ ମାଡ଼ କରିଛି। ଏହାର ଭିଡିଓ ଏମେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯୁଦ୍ଧର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଇସ୍ରାଏଲ କରିଥିବା ଆକ୍ରମଣ ଅଞ୍ଚଳରେ ଚାରିଆଡ଼େ ନିଆଁ ଦେଖିବାକୁ ମିଳିଛି।

ଇସ୍ରାଏଲ ପ୍ରତିରକ୍ଷା ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ଲେବାନନରେ ଥିବା ହେଜବୋଲ୍ଲାର ୩୦ଟି ଲଞ୍ଚର, ୧୫୦ ଆଡ୍ଡା, ସାମରିକ ଭିତ୍ତିଭୂମି, କୋଠା ଏବଂ ଯୁଦ୍ଧାସ୍ତ୍ର ଗଚ୍ଛିତ ଭଣ୍ଡାରକୁ ଧ୍ବଂସ କରିଦିଆଯାଇଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories