Browsing Tag

international news

ବଦଳିଲା ଟ୍ବିଟର୍‌ର ଲୋଗୋ

ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ…
Read More...

ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ

ଇସଲାମବାଦ: ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ…
Read More...

ମହାକାଶରେ ଫୁଟିଥିବା ଫୁଲର ଫଟୋ ଶେୟାର କଲା ନାସା; ଆଶ୍ଚର୍ଯ୍ୟ ହୋଇ ଲୋକେ ପଚାରିଲେ- କେମିତି ହେଲା?

ନୂଆଦିଲ୍ଲୀ: ମହାକାଶ ଏବଂ ବ୍ରହ୍ମାଣ୍ଡ ଖୁବ୍‌ ବିସ୍ତୃତ, ଯାହା ଉପରେ ଅନବରତ ଅନୁସନ୍ଧାନ କରାଯାଉଛି। ପ୍ରତ୍ୟେକ ଦିନ ଗବେଷକ ଓ ବୈଜ୍ଞାନିକମାନେ ନୂଆ ନୂଆ ତଥା ଚମତ୍କାର ଆବିଷ୍କାରମାନ କରୁଛନ୍ତି, ଯାହା ଆମକୁ ଆଶ୍ଚର୍ଯ୍ୟ…
Read More...

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କ ପରଲୋକ

ମିଲାନ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କର ସୋମବାର ପରଲୋକ ଘଟିଛି। ସେ ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ୮୬ ବର୍ଷୀୟ ବର୍ଲୁସ୍କୋନି ଗତ ୬…
Read More...

ଫ୍ରାନ୍ସର ଅନେସୀ ସହରରେ ପିଲାଙ୍କୁ ଛୁରୀରେ ଆକ୍ରମଣ; ୫ ଗୁରୁତର

ଅନେସୀ: ଫ୍ରାନ୍ସର ଅନେସୀ ସହର ସ୍ଥିତ ଏକ ପାର୍କରେ ଜଣେ ଛୁରୀଧାରୀ ବ୍ୟକ୍ତି କିଛି ପିଲାଙ୍କୁ ଆକ୍ରମଣ କରିଛି। ଏଥିରେ ୪ ଜଣ ଶିଶୁଙ୍କ ସହ ମୋଟ୍‌ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ପୁଲିସ…
Read More...

ପୁଟିନ୍‌ଙ୍କୁ ଭେଟିବାର ତୁରନ୍ତ ପରେ ବେଲାରୁଷ୍ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି; ବିଷ ଦିଆଯାଇଥିବା ଆଶଙ୍କା

ମସ୍କୋ: ବେଲାରୁଷ୍ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସାକ୍ଷାତ କରିବା ପାଇଁ…
Read More...

ଜୋ ବାଇଡେନଙ୍କ ବଡ଼ ଘୋଷଣା; ପୁନର୍ବାର ଲଢିବେ ରାଷ୍ଟ୍ରପତି ନିର୍ବାଚନ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ପଦକୁ ନେଇ ଜୋ ବାଇଡେନ୍‌ ବଡ଼ ଘୋଷଣା କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢିବା ନେଇ…
Read More...

ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳ ଆମେରିକା ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଉପ ମୁଖ୍ୟ ମନୋନୀତ

ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଏନେଇ…
Read More...

ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ

କାଠମାଣ୍ଡୁ: ନେପାଳର ନବନିର୍ବାଚିତ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ସୋମବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି…
Read More...

ପାକିସ୍ତାନରେ ଜରୁରୀ ଅବତରଣ କଲା କତର ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଗୋ…
Read More...