Browsing Tag

international news

ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି

ଇସଲାମାବାଦ: ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ଜଣ ବିଚାରପତିଙ୍କ ନିକଟକୁ ଡାକ ଯୋଗେ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ ବିଷାକ୍ତ ପଦାର୍ଥ ରହିଥିବା ଆଶଙ୍କା କରାଯାଉଛି। ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ…
Read More...

‘ରାଜନୀତି ଛାଡିବା ପାଇଁ ସବୁଦିନ ଭାବୁଛି’- କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ

ନୂଆଦିଲ୍ଲୀ: ରାଜନୀତି ଛାଡ଼ିବାକୁ ସବୁଦିନ ଭାବୁଛି, ଏଥିରେ ପାଗଳାମୀ ଭରି ରହିଛି । ସେଥିପାଇଁ ଏହି ଚାକିରି ଛାଡିବାକୁ ଚାହୁଁଛି । ଏଭଳି କିଛି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ । ଏହାସହିତ ଆଗାମୀ…
Read More...

ଉଡ଼ାଣ ଭରିବା ପରେ ବାହାରିଗଲା ବିମାନର ଚକ, ଆଉ ତା’ପରେ..

ସମାଜ ଡିଜିଟାଲ ଡେସ୍କ: ଜାପାନ ଯାଉଥିବା ଏକ ବୋଇଙ୍ଗ ୭୭୭ ଜେଟ୍‌ଲାଇନର ଗୁରୁବାର ଉଡ଼ାଣ ଭରିବାର ତୁରନ୍ତ ପରେ ଜରୁରୀକାଳୀନ ଅବତରଣ କରିଛି, କାରଣ ଏହାର ଏକ ଚକ ଭାଙ୍ଗି ବିମାନବନ୍ଦର ପାର୍କିଂରେ ଖସିପଡ଼ିଥିଲା। ଅନଲାଇନରେ…
Read More...

ଅସ୍ତ୍ରବିରତି ଆଶା କ୍ଷୀଣ! ହମାସର ଏହି ପଦକ୍ଷେପ ପାଇଁ କାଇରୋ ଆଲୋଚନାରୁ ଓହରିଲା ଇସ୍ରାଏଲ

ଜେରୁଜେଲମ: ଇସ୍ରାଏଲ ଓ ହମାସ ମଧ୍ୟରେ ପାଞ୍ଚ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଆତଙ୍କୀ ଇସ୍ରାଏଲ ଉପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ପରେ ଇସ୍ରାଏଲ କଡ଼ା ପ୍ରତିଜବାବ ଓ…
Read More...

ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସୋମବାର ଶପଥ ଗ୍ରହଣ

ଇସ୍‌ଲାମାବାଦ: ଶେହବାଜ ଶରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନବ ନିର୍ବାଚିତ ସଂସଦରେ ଆବଶ୍ୟକ ବହୁମତ ହାସଲ କରିବା ପରେ ଶେହବାଜ ଶରିଫ୍ ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ…
Read More...

ନିର୍ବାଚନ ଫଳାଫଳ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବିରୋଧରେ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌(ପିଟିଆଇ) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଜନାଦେଶର ଲୁଟ୍‌ ହୋଇଥିବା ଅଭିଯୋଗ…
Read More...

୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜ ଅଷ୍ଟ୍ରେଲିଆରେ ଠାବ

ମେଲବୋର୍ଣ୍ଣ: ଆଜକୁ ୧୨୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଏକ ଜାହାଜକୁ ନିକଟରେ ଅଷ୍ଟ୍ରେଲିଆରେ ଠାବ କରାଯାଇଛି। ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୯୦୪ ମସିହାରେ କୋଇଲା…
Read More...

ନିଆରା ୱାଟର ଟ୍ୟାକ୍ସି; ଖାଲି ରାସ୍ତା ପାର ହେବା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ଏତେ ଟଙ୍କା

ଡେସ୍କ: ଦୁବାଇ ୟୁଏଇର ଏମିତି ଏକ ସହର, ଯାହାର ନାଁ ଶୁଣିଲେ ପ୍ରଥମେ ସୁଉଚ୍ଚ ତଥା ଭବ୍ୟ ଅଟ୍ଟାଳିକାମାନ ଆଖି ଆଗରେ ନାଚିଉଠେ। ସେଠାରେ ସ୍ୱଚ୍ଛ ରାସ୍ତା, ଚମତ୍କାର ସାଜସଜ୍ଜା, ଫାଉଣ୍ଟେନ୍‌, ସୁନ୍ଦର ବେଳାଭୂମି,…
Read More...

ପାକିସ୍ତାନର ହୀନ ଷଡ଼ଯନ୍ତ୍ର; ଭାରତୀୟ ଗୁଇନ୍ଦା ତଥ୍ୟ ହାସଲ କରିବାକୁ କରୁଛି ଏପରି କାମ

ନୂଆଦିଲ୍ଲୀ: ନିଜ କୁତ୍ସିତ କାର୍ଯ୍ୟରୁ ନିବୃତ ହେଉନାହିଁ ପାକିସ୍ତାନ। ଭାରତର ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାଇବାକୁ କରୁଛି ହୀନ ଯୋଜନା। ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍(ପିଆଇଓ) କୃତ୍ରିମ…
Read More...

୧୦ଲକ୍ଷ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେବେ ଏଲନ ମସ୍କ, କହିଲେ- ୮ ବର୍ଷରେ ବଦଳିବ ବହୁତ କିଛି

ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ବ୍ୟବସାୟୀ ଏଲନ୍ ମସ୍କ ତାଙ୍କ ମହାକାଶ କାର୍ଯ୍ୟକ୍ରମରେ ଆଉ ଏକ ବୈପ୍ଳବିକ ପଦକ୍ଷେପ ନେଇ ଘୋଷଣା କରିଛନ୍ତି। ସେ ପୃଥିବୀ ବ୍ୟତୀତ ମଙ୍ଗଳ ଗ୍ରହରେ ଜନବସତି ଗଢିତୋଳିବା ନେଇ ଅନେକ ବଡ ଦାବି…
Read More...