Browsing Tag

Indian Army

ସେନାରେ ସାମିଲ ହେବ ‘ହାୱିଜର୍ସ’, ଦେଖନ୍ତୁ ଭିଡିଓ

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ଆର୍ଟିଲରୀ ଗନ୍‌ ‘ହାୱିଜର୍ସ’। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାୱିଜର୍ସ ଏଟିଏଜିଏସ…
Read More...

ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଧୁଳି ଚଟାଇବୁ: ସିଡିଏସ

ବେଙ୍ଗାଲୁରୁ: ଭବିଷ୍ୟତରେ କୌଣସି ରାଷ୍ଟ୍ର ସହ ଯଦି ଯୁଦ୍ଧ ହୁଏ, ତେବେ ଭାରତ ନିଜର ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଲଢ଼ିବ ଏବଂ ଶତ୍ରୁଙ୍କୁ ଧୂଳି ଚଟାଇବ। ଚୀନ ଏବଂ ପାକିସ୍ତାନ ସହିତ ସୀମାରେ ଉତ୍ତେଜନା ଜାରି ରହିଥିବାବେଳେ…
Read More...

ସିଆରପିଏଫ ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ବିଜାବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ଼ କରିବାରୁ ଜଣେ ଯବାନ…
Read More...

ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ

ଚଣ୍ଡୀଗଡ଼: ପଞ୍ଜାବର ଅମୃତସର ଅନ୍ତର୍ଗତ ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ଅନୁପ୍ରବେଶକାରୀମାନେ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ…
Read More...

୧୯୭୧ ଯୁଦ୍ଧରେ ନିଖୋଜ ହୋଇଯାଇଥିଲେ ଲାନ୍ସ ନାଏକ ମଙ୍ଗଲ ସିଂହ, ଏବେ ମିଳିଲା ଜୀବନ୍ତ ଥିବାର ଖବର

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। ଏହା ଭାରତ ପାଇଁ ଆଜି ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ବଡ଼ ଗର୍ବର ବିଷୟ ରହିଆସିଛି। ଅନେକ ଯବାନଙ୍କ ବଳିଦାନରେ ଦେଶ ଗୌରବାନ୍ବିତ ହୋଇଛି। ତେବେ ଏହି…
Read More...

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ୩ ପାକ୍‌ ସୈନ୍ୟ ନିହତ

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା…
Read More...

ଆଜି ଫ୍ରାନ୍ସରୁ ଆସୁଛି ରାଫେଲ

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବେ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ…
Read More...

ଏଲଏସିରେ ଚୀନକୁ ମାତ୍‌ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍‌…
Read More...

ଭାରତରେ ଆତଙ୍କୀଙ୍କୁ ଅନୁପ୍ରବେଶ କରାଉଛି ପାକ୍‌ ସେନା, ଅସ୍ତ୍ରବିରତି ଉଲ୍ଲଂଘନରେ ଯବାନ ସହିଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକ୍‌ ସେନା…
Read More...

ଫେସବୁକ୍‍, ପବ୍‍ଜୀ ଓ ଟିଣ୍ଡର ଭଳି ୮୯ଟି ଆପ୍‍ ଡିଲିଟ୍‍ କରିବାକୁ ଭାରତୀୟ ଯବାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। ମିଳିଥିବା ସୂଚନା ମୁତାବକ, କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଲିକ୍‍ ନ ହେବ ଏହାକୁ ଦୃଷ୍ଟିରେ ରଖି…
Read More...