Browsing Tag

india news

ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ବାରାଣସୀ: ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ…
Read More...

ଇନ୍‌ଷ୍ଟାରେ ପରସ୍ପରକୁ ଫଲୋ କଲେ ଅନନ୍ୟା-ପାଣ୍ଡ୍ୟା, ଅମ୍ବାନୀ ବାହାଘର ଭିଡିଓ ଭାଇରାଲ ପରେ ଜୋର ଧରିଲା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଅଲଗା ହେବା ନେଇ ଘୋଷଣା କରିଥିଲେ। ବିବାହର ୪ ବର୍ଷ ପରେ ସେମାନେ ନିଜ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ…
Read More...

ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ ହେବ ଚନ୍ଦ୍ରଯାନ-୩, ଅକ୍ଟୋବର ୧୪ରେ ମିଳିବ ପୁରସ୍କାର

ମୁମ୍ବଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସରେ ଭାରତର ନାଁ ଲିପିବଦ୍ଧ କରିଥିବା ଚନ୍ଦ୍ରଯାନ-୩କୁ ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ତର୍ଜାତୀୟ ମହାକାଶଚାରୀ ମହାସଂଘ ପୁରସ୍କାର…
Read More...

୧୪ ଘଣ୍ଟାକୁ ବୃଦ୍ଧି ପାଇପାରେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ, ବିଚାର କରୁଛନ୍ତି ସରକାର

ବେଙ୍ଗାଲୁରୁ:​‌ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କର୍ଣ୍ଣାଟକ ସରକାର। ତେବେ ଆଇଟି କ୍ଷେତ୍ରର ବିଭିନ୍ନ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ…
Read More...

୭୩ବର୍ଷ ପୁରୁଣା କାର୍‌, ଗୁଜରାଟରୁ ଲଣ୍ଡନ ଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ୧୯୫୦ ମସିହାରେ ନିର୍ମିତ ଏକ ଏମ୍‌ଜି ୱାଇଟି କାର୍‌ରେ ଯାତ୍ରା କରିଛନ୍ତି ଏକ ପରିବାର। ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ରାସ୍ତା ୧୩ ହଜାର ୫୦୦ କିଲୋମିଟରରୁ ଅଧିକ…
Read More...

ପାଗଳ କଲା ରିଲ୍ସ ନିଶା: ଜୀବନକୁ ବାଜି ଲଗାଇଲେ ଯୁବକ, ଦର୍ଶକ ସାଜିଲେ ଲୋକ

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲାର ଅଗମାପୁର ଗ୍ରାମ ନିକଟରେ ପ୍ରବଳ ଜଳ ପ୍ରବାହ ମଧ୍ୟରେ ଜଣେ ଯୁବକ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ…
Read More...

ଅନଲାଇନ ଖାଦ୍ୟ ମଗାଇବା ପଡ଼ିବ ମହଙ୍ଗା: ଜିଓ, ଏୟାରଟେଲ ପରେ ଗ୍ରାହକଙ୍କୁ ଝଟ୍‌କା ଦେଲେ ସ୍ଵିଗି, ଜୋମାଟୋ

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌ ରିଚାର୍ଜ ପରେ ଏବେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଛି। ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ ଆପ୍ ଜୋମାଟୋ ଓ ସ୍ଵିଗି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏହାର ଫି’ ୨୦ ପ୍ରତିଶତ…
Read More...

ଏଭରେଷ୍ଟ ଉପରେ ଉଡ଼ିଲା ଡ୍ରୋନ୍‌: କଏଦ ହେଲା ବିରଳ ଦୃଶ୍ୟ, ଦେଖନ୍ତୁ ଭିଡିଓ..

ସମାଜ ଡିଜିଟାଲ ଡେସ୍କ: ଏଭରେଷ୍ଟ ପର୍ବତର ଉଚ୍ଚତା ସବୁବେଳେ ଲୋକଙ୍କୁ ଆକର୍ଷିତ କରିଥାଏ। ଗଗନଶ୍ଚୁମ୍ବି ଏହି ବରଫାବୃତ ପର୍ବତର ଶିଖର ଦେଖିବାକୁ ଓ ତା’ ବିଷୟରେ ଜାଣିବାକୁ ଅନେକ ଲୋକ ଏଭେରେଷ୍ଟ ଆରୋହଣ କରିଛନ୍ତି,…
Read More...

ହଟିଲା ନାମ ଫଳକ, ଦିଲ୍ଲୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳା ମିଳିଥିଲା। ଗତ ୧୦ ବର୍ଷ ଧରି…
Read More...

ଗାୟିକା ଉଷା ଉଥୁପ୍‌ଙ୍କ ସ୍ଵାମୀ ଜାନୀ ଚାକୋଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ର ଲୋକପ୍ରିୟ ତଥା ବରିଷ୍ଠ ଗାୟିକା ଉଷା ଉଥୁପ୍‌ଙ୍କ ସ୍ଵାମୀ ଜାନୀ ଚାକୋ ଉଥୁପ୍‌ଙ୍କ ପରଲୋକ ଘଟିଛି। ସୋମବାର କଲକାତାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ୭୮ ବର୍ଷୀୟ ଜାନୀ ଘରେ ଟିଭି…
Read More...