Browsing Tag

haravanga news odia news odisha news

ବିଡିପିଏଲ କମ୍ପାନୀରେ ଶ୍ରମିକ ଆନ୍ଦୋଳନ ଘଟଣା ; ମହଲତ ପରେ ଧାରଣରୁ ହଟିଲେ ଶ୍ରମିକ

ହରଭଙ୍ଗା : ହରଭଙ୍ଗା ବ୍ଲକ ତିତିରିକଟା ଠାରେ ଥିବା ବିଡିପିଏଲ କମ୍ପାନୀର ଶ୍ରମିକ ଶୋଷଣନୀତି ପ୍ରତିବାଦରେ ଗତ ଗୁରୁବାର ଅପରାହ୍ନ ସମୟରେ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। କମ୍ପାନୀ ପକ୍ଷରୁ…
Read More...

ଡେଙ୍ଗୁରେ ପ୍ଲାନିଂ ଯୁଗ୍ମ ନିର୍ଦେଶକଙ୍କ ମୃତ୍ୟୁ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଛତ୍ରପୁର ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ଲାନିଂ ଯୁଗ୍ମ ନିର୍ଦେଶକ ଚତୁର୍ଭୁଜ ସାହୁ (୫୬)ଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି…
Read More...

ଲଘୁଚାପ ବର୍ଷା: ଧଳପୁରରୁ ହରଭଙ୍ଗା ଯୋଗାଯୋଗ ବିଛିନ୍ନ

ହରଭଙ୍ଗା : ଲଘୁଚାପ ପ୍ରଭାବରେ ନଦୀ, ନାଳ ପୁରି ଉଠିଛି।  ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି।  ଉଛୁଳା ମହାନଦୀ ପାଣିରେ ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ଉପରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ…
Read More...

ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିଙ୍କ ସିଏସପି ପ୍ଲସକୁ ବିରୋଧ

ହରଭଙ୍ଗା :ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଦୀର୍ଘ ୧୦ବର୍ଷ ହେଲା ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିମାନେ(ବିସି )ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍କ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ମହାମାରୀ ସମୟରେ ସେମାନେ…
Read More...

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଲୋକାର୍ପଣ ବିଳମ୍ବ 

ହରଭଙ୍ଗା : ବୌଦ୍ଧଜିଲ୍ଲାର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ଲୋକାର୍ପଣରେ ଅହେତୁକ ବିଳମ୍ବର କାରଣ ବୁଝାପଡୁନି। ଲୋକାର୍ପଣକୁ ନେଇ ଉଭୟ ପଟର…
Read More...

ମହାନଦୀ ସେତୁ ସଂଯୋଗ ରାସ୍ତା ବେହାଲ ; ଅଟକିଲା ୨୦ରୁ ଅଧିକ ଗାଡି

ହରଭଙ୍ଗା : କୋଟି କୋଟି ଟଙ୍କା ବ୍ୟୟବରାଦରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କରାଯାଇଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ସାମାନ୍ୟ ୪କିଲୋମିଟର ରାସ୍ତାର ବେହାଲ ଅବସ୍ଥା ଏବେ ପଥଚାରୀ ,ଯାନବାହାନ ଯାତାୟତ…
Read More...

କୁଟୁରା ମାଂସ ସହ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିକାରୀ ଡିଏଫଓ ଦେବପ୍ରିୟ କମ୍ପଙ୍କ ନିର୍ଦେଶ କ୍ରମେ ଶ୍ରାବଣ ପୂର୍ଣିମାକୁ ଲକ୍ଷ କରି ଜଙ୍ଗଲରେ ଜନ୍ତୁ ଶିକାର ହେବାର ଅନୁମାନ କରି ଗତକାଲି ରାତିରେ ବୌଦ୍ଧ ବନଖଣ୍ଡର ସମସ୍ତ ରେଞ୍ଜର ସମସ୍ତ ବିଟ…
Read More...

ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର 

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୁଲିସ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି। ସୁଚନା ଅନୁଯାୟୀ ଆଜି ସକାଳୁ…
Read More...

ଅଗଷ୍ଟରେ ୧୮୩ମି.ମି କମ୍ ବର୍ଷା,ଚିନ୍ତାରେ ଚାଷୀ 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ଧାରା ଶ୍ରାବଣରେ ନିଅଟିଂଆ ବର୍ଷା ପରିଲିକ୍ଷିତ ହୋଇଛି। ଅଗଷ୍ଟ ମାସ ୨୯ତାରିଖ ସୁଦ୍ଧା ବ୍ଲକରେ ୩୦୫ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ସବୁଠାରୁ…
Read More...

ବୃଦ୍ଧି ପାଉଛି ଚର୍ମବିଣ୍ଡି ସଂକ୍ରମଣ,ଘାରିଲାଣି ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା

ହରଭଙ୍ଗା : ବନ୍ୟଜନ୍ତୁଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ଗୁଡିକରେ ଗାଈ, ଗୋରୁ, ଛେଳି, ମେଣ୍ଢା ଏବଂ ପୋଢ ଏବଂ ମଇଁଷି ଭଳି ଗୃହପାଳିତ ପ୍ରାଣୀମାନଙ୍କର ପ୍ରତିଷେଧକ…
Read More...