Browsing Tag

harabhanga

ବାଲିର କୃତ୍ରିମ ଅଭାବ; ଅସମ୍ପୂର୍ଣ୍ଣ ଅବସ୍ଥାରେ ୧୫୭୨ ଆବାସ ଘର

ହରଭଙ୍ଗା: ବାଲି ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନର ନାଲି ଆଖି ସମ୍ପ୍ରତି ଖଟିଖିଆ ଦିନ ମଜୁରିଆ ଶ୍ରମିକଠାରୁ ଆରମ୍ଭ କରି ଟ୍ରାକ୍ଟର ଡ୍ରାଇଭର, ଆବାସ ହିତାଧିକାରୀ ଏବଂ ଟ୍ରାକ୍ଟର, ସିମେଣ୍ଟ, ଲୁହାଛଡ ବ୍ୟବସାୟୀଙ୍କ ଉପରେ…
Read More...

ରାମଗଡ ପଞ୍ଚାୟତ; ମଇଦାନରେ ୩ଜଣ ସରପଞ୍ଚ ପ୍ରାର୍ଥୀ

ହରଭଙ୍ଗା: ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୀତି ସରଗରମ। ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ସବୁଠି ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା। ଏହା ଭିତରେ ପ୍ରାର୍ଥୀମାନଙ୍କ ଚେହେରାକୁ ନେଇ ଅଙ୍କ କଷୁଛନ୍ତି ଭୋଟର। ଗତ…
Read More...

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କଣ୍ଡରା, କାଚପାଜୁ ଗାଁ ଲୋକେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଂଚଳର କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି, ସାରୁପଦର ଭଳି ୫ଖଣ୍ଡ ଗାଁ ଲୋକ ସବୁଦିନିଆ ରାସ୍ତା ଖଣ୍ଡିଏ ପାଇଁ ମଙ୍ଗଳବାର ସକାଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ; ହାତମାରିଲେ ଉଠିଯାଉଛି ପିଚୁ

ହରଭଙ୍ଗା: ବହୁଦିନର ଦାବୀ ପରେ ଗାଁକୁ କୋଟି କୋଟି ଟଙ୍କା ଅନୁଦାନରେ ତିଆରି ହେଉଛି ରାସ୍ତା। ରାସ୍ତା ନିର୍ମାଣ କାର୍ଯ୍ୟ ଦେଖି ଏହି ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚ/ଛଅ ଖଣ୍ଡ ଗାଁ ଲୋକଙ୍କ ମନରେ ଖୁସି କହିଲେ…
Read More...

ହରଭଙ୍ଗା: ୮ ନମ୍ବର ଜିଲ୍ଲାପରିଷଦ ଜୋନ୍‍ ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର

ହରଭଙ୍ଗା: ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ସବୁବେଳେ ସବୁଦଳ ପାଇଁ ଏକ ନିର୍ଣ୍ଣାୟକ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚଳିତ ନିର୍ବାଚନରେ ୮ନଂ ଜିଲ୍ଲାପରିଷଦ ଜୋନ୍‍ ଏଥର ବିଜେଡି, ବିଜେପି ମଧ୍ୟରେ…
Read More...

ଦୁଃଖିଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୭ଟି ଅସହାୟ ପରିବାର ମୁହଁରେ ହସ ଫୁଟାଇ ନିଜର ପ୍ରଶାସନିକ କର୍ତବ୍ୟ ଏବଂ ଦାୟିତ୍ୱ ମୂଲ୍ୟବୋଧର ଆଉ ଏକ ପରିଚୟ ଦେଇଛନ୍ତି। ହରଭଙ୍ଗା ବ୍ଲକ ଆଦିବାସୀ ବହୁଳ ଆଡେଣିଗଡ…
Read More...

ଅବକାରୀ ଓ ପୁଲିସର ମିଳିତ ଚଢାଉ: ମଦ ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ମୋବାଇଲ ଟିମ୍ ଏବଂ ପୁରୁଣାକଟକ ପୁଲିସ ସହଯୋଗରେ ହରଭଙ୍ଗା ବ୍ଲକର ତିନୋଟି ପୃଥକ ପୃଥକ ସ୍ଥାନରେ…
Read More...

ଫୁଲୁଛି ମହାନଦୀ; ବନ୍ୟା ଆଶଙ୍କା

ହରଭଙ୍ଗା: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଦୁଇଦିନ ଧରି ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୋମବାରଠାରୁ ମହାନଦୀରେ ଜଳସ୍ତର ଅହେତୁକଭାବେ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା…
Read More...

ସ୍କର୍ପିଓ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ-ଫୁଲବାଣୀ ରାସ୍ତାର ଝାଡ୍ରାଜିଂ ଗ୍ରାମ ନିକଟସ୍ଥ ସ୍ୱାଦିଷ୍ଟ ହୋଟେଲ ସମ୍ମୁଖରୁ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ି ସହ ୨୧କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।…
Read More...

ବୌଦ୍ଧରେ ଗଜାମରୁଡି ଆଶଙ୍କା

ହରଭଙ୍ଗା: ମୌସୁମୀର ଲୁଚକାଳି ଖେଳରେ ବର୍ଷା ଆଗମନ ପରେ ବର୍ତମାନ ବର୍ଷା ବୌଦ୍ଧ ଜିଲ୍ଲାରେ ଏକପ୍ରକାର ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବର୍ଷା ଅନୁପାତ ରେକର୍ଡକୁ ଅନୁଧ୍ୟାନ କଲେ ଚଳିତବର୍ଷ ଜୁନ ମାସରେ…
Read More...