ହରଭଙ୍ଗା : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ହରଭଙ୍ଗା ଗାଁର ପାଖାପାଖି ୨୦ଜଣ ବୋଲବମ ଭକ୍ତ ମହାନଦୀରୁ ରୀତିନୀତି ଅନୁସାରେ ପୂଜାର୍ଚନା ସାରି ଗାଁର ଆଦେଶ୍ୱର ବାବାଙ୍କ ମନ୍ଦିରରେ ଜଳଲାଗି କରିଛନ୍ତି। ଏହି ବୋଲବମ ଭକ୍ତ ମାନଙ୍କ ମଧ୍ୟରେ ନାରାୟଣ ଖଡ଼ିରତ୍ନ, ସତ୍ୟନାରାୟଣ ସାହୁ, ଭାଗୀରଥୀ ରାଉତ, ସତ୍ୟନାରାୟଣ ତ୍ରିପାଠୀ, ସଂଜୀବ ସାହୁ, ପ୍ରୀତି ରଞ୍ଜନ ଦାସ, ଶୁଭମଜ୍ୟୋତି ବାରିକ, ସୁମନ୍ତ ଦେହୁରୀ, ତାତୃ ସିଂ, ବବଲୁ ଖଡ଼ିରତ୍ନ ପ୍ରମୁଖ ସାମିଲ ଥିଲେ।
Popular Categories



