Browsing Tag

harabhanga

ବୌଦ୍ଧରେ ଗଜାମରୁଡି ଆଶଙ୍କା

ହରଭଙ୍ଗା: ମୌସୁମୀର ଲୁଚକାଳି ଖେଳରେ ବର୍ଷା ଆଗମନ ପରେ ବର୍ତମାନ ବର୍ଷା ବୌଦ୍ଧ ଜିଲ୍ଲାରେ ଏକପ୍ରକାର ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବର୍ଷା ଅନୁପାତ ରେକର୍ଡକୁ ଅନୁଧ୍ୟାନ କଲେ ଚଳିତବର୍ଷ ଜୁନ ମାସରେ…
Read More...

ସମାଜ ପ୍ରଭାବ: କିଡନୀ ରୋଗ ବ୍ୟାପିଥିବା ଭଗାମୁଣ୍ଡାରୁ ଜଳ ନମୁନା ସଂଗ୍ରହ

ହରଭଙ୍ଗା: ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ କୁଶଙ୍ଗ ପଂଚାୟତର ଭଗାମୁଣ୍ଡା କନ୍ଧତଇଳା ସାହିରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି। ଏହି ମାରାତ୍ମକ ରୋଗରେ ବର୍ତମାନ ୪ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ବିଗତ ଦିନରେ ୫…
Read More...

ହିତାଧିକାରୀଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗ, କାର୍ଡରେ ସରପଞ୍ଚଙ୍କ ଦସ୍ତଖତକୁ ନେଇ ଉଠିଲା ପ୍ରଶ୍ନ

ହରଭଙ୍ଗା: ହରଭଙ୍ଗା ପଂଚାୟତରେ ସାମାଜିକ ସୁରକ୍ଷା ଆଈନ ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଭଳି ଆଉ ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି। ସାମାଜିକ ସୁରକ୍ଷାରେ ଅର୍ନ୍ତଭୁକ୍ତ ଗରିବ ଶ୍ରେଣୀର ବିଧବା, ବାର୍ଦ୍ଧକ୍ୟ,…
Read More...

ବୌଦ୍ଧର ଟେକ ରଖିଲେ ମାଟ୍ରିକ ଟପ୍ପର ମଧୁସୂଦନ

ହରଭଙ୍ଗା: ଘଂଟପାଲ୍ଲୀ ଭଳି ଏକ ମଫସଲ ଗାଁରେ ଚାଷୀ ପରିବାରରେ ତାଙ୍କର ଜନ୍ମ। ଘଡିଏ ବିଦ୍ୟୁତ୍ ରହିଲେ ଆଉ ଘଡିକୁ ମୋବାଇଲ ଇଣ୍ଟରନେଟ ନେଟୱର୍କ ଫେଲ। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ବି ସେ ଦଶମ ବୋର୍ଡ ପରୀକ୍ଷାରେ…
Read More...

ମେଗା ପ୍ରକଳ୍ପ ପେଟି ଠିକାଦାରଙ୍କ ଦାଦାଗିରି; ବକେୟା ପାଉଣା ମାଗିବାରୁ ଶ୍ରମିକଙ୍କୁ ମାରିଦେବାକୁ ଧମକ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତିରଡଠାରେ ନିର୍ମାଣାଧିନ ବୃହତ ଉଠାଜଳସେଚନ ପ୍ରକଳ୍ପ ପେଟି ଠିକାଦାରଙ୍କ ଦାଦାଗିରି ଯୋଗୁଁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବକେୟା ପାଉଣା ପାଇବାରୁ…
Read More...

ଖୋଲୁନି ହରଭଙ୍ଗା ତହସିଲ ଜମିଦୁର୍ନୀତି ଗୁମର: ତାଲିକାରେ ବଡ ବଡିଆଙ୍କ ନାଁ, ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ…

ହରଭଙ୍ଗା: ସମୟ ପରେ ସମୟ ଗଡିଚାଲିଛି ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲରେ ହୋଇଥିବା ଜମି ଦୁର୍ନୀତି ଗୁମର ଫିଟିପାରୁନି। ୨୦୧୪ ମସିହାରେ ଘଙ୍ଗପାଟଣା ଜମି ଦୁର୍ନୀତିର ପୁନରାବୃତି ବୌଦ୍ଧ ଜିଲ୍ଲାରେ ଦେଖିବାକୁ…
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ୭ତାରିଖ ଦିନ…
Read More...

ଗାଁ ଲୋକେ ସୃଷ୍ଟି କରିଥିଲେ ଗ୍ରାମ୍ୟ ଜଙ୍ଗଲ, ଦୁର୍ବୃତ୍ତ କାଟିଲେ ଗଛ

ହରଭଙ୍ଗା: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଜଙ୍ଗଲ ସମ୍ପଦ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ। ଏଭଳି ନାରା ସମସ୍ତଙ୍କ ପାଇଁ ମହତ୍ୱ ରଖୁଥିବାବେଳେ ଏଭଳି ଏକ ମହତ୍ ଉଦେଶ୍ୟ ନେଇ ୩୫ବର୍ଷ ତଳେ…
Read More...

ହରଭଙ୍ଗା ନୋଡାଲ ହାଇସ୍କୁଲରେ ୫ଟି ନବୀକରଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ନୋଡାଲ ହାଇସ୍କୁଲରେ ରବିବାର ୫ଟି ନବୀକରଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟ ସଂପାଦିତ ହୋଇଛି। ଏହି ଅବସରରେ…
Read More...

କମୁଛି ମାଟିପାତ୍ରର ଚାହିଦା, ଦୋ-ଛକିରେ କୁମ୍ଭକାର ପରିବାରର ଜୀବନଜୀବିକା 

ହରଭଙ୍ଗା: ଆଧୁନିକ ଯୁଗରେ ମଣିଷ ପାଦ ଥାପିବା ପରେ ମଣିଷର ଜୀବନଶୈଳୀରେ ଅନେକ ପରିବର୍ତନ ଘଟିଛି। ଆଧୁନିକତା ମୋହରେ ମଣିଷ ପୁରୁଣା ଜୀବନଶୈଳୀକୁ ଭୂଲିଯାଇ ପୁରାତନ ଯୁଗରେ ବ୍ୟବହୃତ ହେଉଥିବା ମାଟି ତିଆରି ସାମଗ୍ରୀ ପ୍ରତି…
Read More...