Browsing Tag

Gujrat news

ଗୁଜରାଟରେ ବିଜେପିକୁ ଝଟ୍‌କା; ଦଳରୁ ଇସ୍ତଫା ଦେଲେ ସାଂସଦ ମନସୁଖ ବସାୱା

ଭରୁଚ: ଗୁଜରାଟରେ ବିଜେପିକୁ ବଡ଼ ଝଟକା ଲାଗିଛି। ଭରୁଚ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ମନସୁଖ ବସାୱା ବିଜେପିରୁ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ସେ ସଂସଦର ସଦସ୍ୟ ପଦରୁ ବି ଇସ୍ତଫା ଦେବାକୁ…
Read More...

ସଂସ୍କୃତରେ ପିଏଚ୍‌ଡି ହାସଲ କଲେ ମୁସଲମାନ ଛାତ୍ରୀ

ଜଣେ ମୁସଲମାନ ଛାତ୍ରୀ ସଂସ୍କୃତ ଭାଷାରେ ପିଏଚଡି ହାସଲ କରିଛନ୍ତି। ତାଙ୍କ ନାମ ହେଉଛି ସଲ୍‌ମା କୁରେଶୀ। ୨୬ ବର୍ଷୀୟା ସଲ୍‌ମା ଶିକ୍ଷକ-ଶିଷ୍ୟ ପରମ୍ପରା ଉପରେ ନିଜର ସନ୍ଦର୍ଭ ପ୍ରସ୍ତୁତ କରି ଗୁଜରାଟ ବିଶ୍ଵବିଦ୍ୟାଳୟରୁ…
Read More...

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ…
Read More...

କରୋନା ପରୀକ୍ଷା ପରେ ହୋମ କ୍ବାରେଣ୍ଟାଇନରେ ରହିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର କରୋନା ପରୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ହୋମ କ୍ବାରେଣ୍ଟାଇନରେ…
Read More...

କରୋନା ସହାୟତା ଲାଗି ‘ଷ୍ଟାଚ୍ୟୁ ଅଫ ୟୁନିଟି’କୁ ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ, ପୁଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏକତାର ପରିଚୟ ଦେଉଥିବା ଭାରତୀୟ ସ୍ମାରକୀ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ବିକ୍ରି କରିବା ଲାଗି ଅନ୍‌ଲାଇନ ମାର୍କେଟିଂ ସାଇଟ୍‌ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି। କରୋନା ଭୂତାଣୁ ପାଇଁ ଦାନ…
Read More...

୫ ଦିନର ଶିଶୁକୁ ୨୦ ଥର ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଜକୋଟ: ୫ ଦିନର ଏକ ନବଜାତ ଶିଶୁକୁ ୨୦ ଥର ଛୁରାମାଡ଼ କରାଯାଇଛି। ଗୁଜରାଟର ରାଜକୋଟ ଜିଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ତେବେ ପିଲାଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...

ଟ୍ରମ୍ପଙ୍କୁ ଗାନ୍ଧିଜୀଙ୍କ ‘ତିନି ମାଙ୍କଡ଼’ ପ୍ରତିମୂର୍ତ୍ତି ଉପହାର

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସି ଗୁଜରାଟର ଅହମଦାବାଦରେ ଥିବା ସାବରମତି ଆଶ୍ରମ ବୁଲିବାକୁ ଯାଇଥିଲେ, ଯେଉଁଠାରୁ ଗାନ୍ଧିଜୀ ତାଙ୍କର ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏହି…
Read More...

ଭାରତର ହୃଦୟରେ ରହିଛି ଆମେରିକା, ଷ୍ଟାଚ୍ୟୁ ଅଫ ଲିବର୍ଟି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ ଦୁଇଦେଶ ଗର୍ବିତ: ମୋଦୀ

ଅହମଦାବାଦ: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ସହିତ ବହୁ ପ୍ରଶଂସା କରିଥିଲେ।…
Read More...

ଶାରିରୀକ ପରୀକ୍ଷା ପାଇଁ ୧୦ ମହିଳାଙ୍କୁ ଉଲଗ୍ନ କରାଇଲେ ଡାକ୍ତର, ତଦନ୍ତ ନିର୍ଦେଶ ଦେଲା ଏସଏମସି

ସୁରଟ: ଗୁଜରାଟର ଭୁଜ୍‌ ସହରରେ ଏକ କଲେଜରେ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଉଲଗ୍ନ କରାଇବା ଘଟଣାକୁ ଦେଶବ୍ୟାପୀ ନିନ୍ଦା କରାଯାଉଥିବାବେଳେ ପୁଣି ଅନୁରୂପ ଏକ ଘଟଣା ସାମ୍ନାକୁ…
Read More...

ଟ୍ରମ୍ପଙ୍କ ୩ ଘଣ୍ଟାର ଗସ୍ତ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଅହମ୍ମଦାବାଦ: ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ ୨୪ ତାରିଖରେ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିବେ। ଅହମ୍ମଦାବାଦରେ ସେ ୩ ଘଣ୍ଟା ରହିବାର…
Read More...