Browsing Tag

gudavela news

ଗୁଡଭେଲା ବିଦ୍ୟୁତ ଗ୍ରୀଡକୁ ନେଇ ଗାଁ ଗାଁରେ ବଢୁଛି ଅସନ୍ତୋଷ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରେ ରହିଛି ଗୁଡଭେଲା ବ୍ଳକ। ଏହି ବ୍ଳକ ରୁ ବିପୁଳ ପରିମାଣ ରେ ଭୋଟ ପାଇଁ ମନ୍ତ୍ରୀ ହୋଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ହେଲେ ରାହୁଳ ନଦୀ କୂଲରେ…
Read More...

ତୋଷରା ତୋଷାଳୀ ମହୋତ୍ସବର ମଶାଲ ଶୋଭାଯାତ୍ରା 

ଗୁଡଭେଲା: ତୋଷରା ତୋଷାଳୀ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କୁ ପୂଜା ଅର୍ଚ୍ଚନା କଲା ପରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ।…
Read More...

ତୁଷୁରା ଏନଏସିରେ ଆବାସ ଘର ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ

ଗୁଡ଼ଭେଳା: ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ ଖର୍ଡ଼ା ରେ ଭିନ୍ନକ୍ଷମ ଇଷ୍ଟ ବାଗଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଭିନ୍ନକ୍ଷମ ପୁଅ ବଣ୍ଟି । ତାଙ୍କ ଏକଡିସମିଲ ଘର ଡିହ ଛଡା…
Read More...

ତେଲ ନଦୀ ବ୍ରିଜ ତଳେ ଭାସୁଛି ମୃତଦେହ

ଗୁଡଭେଲା: ଗୁଡଭେଲା ତୁଷୁରା ରାସ୍ତା ଉପରେ ଥିବା ଧାନଘରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତ ଦେହ ପଡିଥିବା…
Read More...

ଆସନ୍ତା ୨୨ରେ ହେବ ତୁଷୁରା ତୋଷାଳୀ ମହୋତ୍ସବ

ଗୁଡଭେଲା: ପୁରାତନ ନଗର ତୁଷୁରାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ଆସନ୍ତା ୨୨ ତାରିଖରେ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରେ ତୋଷାଳୀ ମହୋତ୍ସବ ଆୟୋଜିତ ହେବ । ଏଥିରେ କଳାଜୀବି ଅନୁଷ୍ଠାନ ବରଗଡ,ଶାଶ୍ୱତ ଯୋଷି…
Read More...

ସାମାନ୍ୟ ବର୍ଷାରେ ୩ ଘଣ୍ଟା ଲାଇନ କାଟ ଅଭିଯୋଗ

ଗୁଡଭେଲା : ସାମାନ୍ୟ ବର୍ଷା ଟିକିଏ ହେଲେ ଲାଇନ କାଟି ଦେଉଥିବାରୁ ବିଦ୍ୟୁତ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁଡ଼ଭେଳା ବ୍ଳକ ୮ଟି ପଞ୍ଚାୟତର ୫୮ଟି ଗାଁରେ ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ବିଦ୍ୟୁତ ବନ୍ଦ ହୋଇ…
Read More...

ହାତୀ ଦାନ୍ତ ଚାଲାଣ ବେଳେ ଏସଟିଏଫ ଟିମର ଚଢ଼ାଉ ମାମଲା ; ୨ ଗିରଫ ୯ କେଜି ର ଦାନ୍ତ ଜବତ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନ ଖଣ୍ଡର ଗୁଡ଼ଭେଳା ଫରେଷ୍ଟ ସେକ୍ସନରେ ଏସଟିଏଫ ଟିମ ଚଢ଼ାଉ କରି  ହାତୀ ଦାନ୍ତ ଜବତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘୁନା ପଞ୍ଚାୟତ ର ନିମୁରସିଂହା…
Read More...

ତୁଷୁରା ଓ ଚାଣ୍ଟିପଦର ଗ୍ରାମର ବିଭିନ୍ନ ଫର୍ଣ୍ଣିଚର୍ ଦୋକାନରେ ବନ ବିଭାଗର ଚଢାଉ

ଗୁଡଭେଲା: ଆଜି ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର୍ ଦୋକାନରେ ଚଢାଉ  କରାଯାଇଛି। ତୁଷୁରାର ନରେନ୍ଦ୍ର ସେଲସ ଫର୍ଣ୍ଣିଚର ଦୋକାନ ଏବଂ  ସେହିପରି ଚାଣ୍ଟିପଦର ସ୍ଥିତ ଭବସାଗର ଫର୍ଣ୍ଣିଚର ଇଣ୍ଡଷ୍ଟ୍ରି ଦୋକାନରେ ମଧ୍ୟ…
Read More...

ବାଲି ଚାଲାଣ ଟ୍ରାକ୍ଟର ଜବତ ; ୩୦ ହଜାର ଫାଇନ୍ ହଜାର

ଗୁଡଭେଲା : ତୁଷୁରା ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଧାନଘରାଠାରେ ଏକ ଟ୍ରାକ୍ଟର ଦ୍ବାରା ତେଲନଦୀରୁ ବାଲି ଚାଲାଣ କରାଯାଇଥିଲା। ଏହା ଜାଣିବା ପରେ ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ ଟ୍ରାକଟର ଟିକୁ ଜବତ କରିଥିବା ସହ…
Read More...

ଭିନ୍ନକ୍ଷମ ଚିହ୍ନଟିକରଣ ଶିବିର

ଗୁଡ଼ଭେଲା :ଗୁଡଭେଲା ବ୍ଳକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଡାହିମାଳଠାରେ ଭିନ୍ନକ୍ଷମ ଚିହ୍ନଟିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ଗୁଡଭେଲା ଅତିରିକ୍ତ ଶିକ୍ଷା ଅଧିକାରୀ…
Read More...