Browsing Tag

elephant terror

ନୀଳଗିରିକୁ ପଶିଲେ ୫୫ ଟିକିଆ ଝାଡ଼ଖଣ୍ଡୀ ହାତୀ, ଆତଙ୍କିତ ଲୋକେ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ନୀଳଗିରିର ସୀମାନ୍ତ କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନୀଳଗିରିର ଗୋପାଳପୁର ସଂରକ୍ଷିତ…
Read More...

ବାରିପଦାରେ ଅଘଟଣ: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ବାରିପଦା: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ…
Read More...

୨୭ଟିକିଆ ହାତୀପଲଙ୍କ ଉତ୍ପାତ: ଘର କାନ୍ଥ ପଡି ଆଇ,ନାତୁଣୀ ଆହତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ହାତୀପଲଙ୍କ ଦୌରାତ୍ମ୍ୟ । ଗାଁରେ ଗତ କିଛି ଦିନ ହେବ ୨୭ ଟିକିଆ ହାତୀପଲ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ହାତୀ ପଲ…
Read More...

ଗୋଠଛଡା ଦନ୍ତା ହାତୀର ଉତ୍ପାତ: କାନ୍ଥ ଭାଙ୍ଗିଲା, ଫସଲ ନଷ୍ଟ କଲା

ସୁନ୍ଦରଗଡ: ସୁନ୍ଦରଗଡ ବଣାଇ ମଗରମୁଣ୍ଡାରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ। ବୁଧବାର ରାତିରେ ଗୋବିନ୍ଦପୁର ନିକଟ ମଦରମୁଣ୍ଡା ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି।  ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ…
Read More...

ହାତୀପଲଙ୍କ ଉତ୍ପାତ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇର କୁଳିପୋଷ ଏବଂ ବାଙ୍କି ରେଞ୍ଜରେ ହାତୀ ଉତ୍ପାତ। ୮ଦିନ ହେଲାଣି ଗୋଟିଏ ଦନ୍ତା ହାତୀ ଉତ୍ପାତ ଚଳାଇଛି । ବୁଧବାର ରାତିରେ କେନ୍ଦ୍ରିକଳା ପଞ୍ଚାୟତର ନୂଆ ଗାଁ , ସତିଆଢିପ, ବାବୁନୂଆଗାଁ,…
Read More...

ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା: ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ

ବଣାଇ: ଦନ୍ତା ଉତ୍ପାତରେ ଭାଙ୍ଗିଲା ଘର। ଦୁଇ ଦିନ ହେଲା ବଣାଇ ରେଞ୍ଜରେ ଆତଙ୍କ ଖେଳାଇଛି ହାତୀ। ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳକୁ ଏକ ଦନ୍ତା ଦେବଗଡ ଅଞ୍ଚଳରୁ ପଶିଆସିଛି। ଗୋଗୁଆ, ତଳିତା, ନୂଆପଲ୍ଲୀ , ଧରଣୀଧରପଲ୍ଲୀ…
Read More...

ଜଙ୍ଗଲକୁ ଫେରିଲା ବାଟବଣା ଦନ୍ତା , ଆଶ୍ଵସ୍ତ ଅଞ୍ଚଳବାସୀ

ଜି.ଉଦୟଗିରି : ଦୀର୍ଘ ୪୪ ଦିନ ପରେ ୨୫ଟିକିଆ ହାତୀପଲ ଏବେ ଜି ଉଦୟଗିରି ବନାଞ୍ଚଳ ଛାଡି ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ୨୫ଟିକିଆ ହାତୀପଲରୁ ୨୪ଟି ହାତୀ…
Read More...

୨୭ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

କରଞ୍ଜିଆ: ୫ ଗାଁରେ ନାକେଦମ କଲେଣି କରଞ୍ଜିଆରେ ଥିବା ୨୭ ଟିକିଆ ଝାଡଖଣ୍ଡ ହାତୀପଲ। ତଣ୍ଡ, ବାଲିକଳା, ବାଲିପୋଷି, ବାଲିତୁଟ, ଗୁଜିଟିଙ୍ଗିରି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ୩ଦିନ ଧରି ଏହି ହାତୀପଲ ଦିନ…
Read More...

ହାତୀ ଆତଙ୍କରେ ଭୟଭୀତ ଗ୍ରାମବାସୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଗୁମ୍ମା ଓ ବଡଡେଙ୍ଗିଲେଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।  ଯାହାକୁ ନେଇ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ୪ଟି ହାତୀ ଗୁମ୍ମା ଓ…
Read More...

ବଣୁଆ ହାତୀ ଉପଦ୍ରବ ରୋକିବାରେ ଫେଲ ମାରିଲା ବନ ବିଭାଗ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଳକ ବାରଲୋଇ ଗାଁରେ ବଣୁଆ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ତ  ଆଉ କେତେବେଳେ ହାତୀର ଜୀବନ ଯାଉଛି। ଏହାରି ମଧ୍ୟରେ ବନ ବିଭାଗ…
Read More...