QNETIC – Mobile
Browsing Tag

earthquake

ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ରବିବାର ଦ୍ବିପ୍ରହର ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହା ତୀବ୍ରତା ୩.୮ ରେକର୍ଡ଼ କରାଯାଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏକ…
Read More...

ଦିଲ୍ଲୀରେ ଭୂକମ୍ପ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସମେତ ହରିୟାଣାରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ରାତିରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭। ହରିୟାଣାର ଝାଜର ଜିଲା ଏହି ଭୂମିକମ୍ପର…
Read More...

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା୬.୧

ଜାକର୍ତ୍ତା: ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ଦିନ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ…
Read More...

ଭୂମିକମ୍ପ: କେତେ ତୀବ୍ରତାରେ ଘଟିଥାଏ କି ପ୍ରକାର କ୍ଷତି ? ଆସନ୍ତୁ ଜାଣିବା

ଦୁନିଆରେ ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟ ରହିଛି ସେଗୁଡ଼ିକ ମଧ୍ୟରୁ ସବୁଠୁ ଭୟଙ୍କର ହେଉଛି ଭୂମିକମ୍ପ। ଭୂକମ୍ପ ଘଟିଲେ କ୍ଷଣିକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଏ। ଗାଁ ହେଉ କି ସହର, ନିମିଷକ ମଧ୍ୟରେ ମାଟିରେ…
Read More...

ଉତ୍ତରକାଶିରେ ଭୂକମ୍ପ

ଉତ୍ତରକାଶି : ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଶନିବାର ଉତ୍ତରକାଶିରେ ଭୂକମ୍ପ ହୋଇଛି। ଶନିବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ଜିଲାର ବିଭିନ୍ନ ସ୍ଥାନରେ…
Read More...

ଜମ୍ମୁ-କାଶ୍ମୀରରେ ଭୂ-କମ୍ପର ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୋମବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରର କାଶ୍ମୀର ଘାଟୀର ବାନ୍ଦୀପୋରା ବୋଲି ଜଣାପଡ଼ିଛି।…
Read More...

ରାଜକୋଟରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ୪.୧ ତୀବ୍ରତା

ରାଜକୋଟ : ମଙ୍ଗଳବାର ଅପରାହ୍ନରେ ଗୁଜରାଟର ରାଜକୋଟ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକ୍ଟର୍ଡ…
Read More...

କାରଗିଲରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତିବ୍ରତା ୪.୪

ଜମ୍ମୁ : ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା୪୫ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ…
Read More...

ମୁମ୍ବଇରେ ଭୂକମ୍ପ ଝଟକା

ମୁମ୍ବଇ : ମହାରାଷ୍ଟ୍ରର ଉତ୍ତର ମୁମ୍ବଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ସକାଳ ୧୦ଟା ୩୩ ମିନିଟ୍‌ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା। ଉତ୍ତର ମୁମ୍ବାଇଠାରୁ ୯୧…
Read More...

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତେହେରୀରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୮ ମିନିଟ୍ ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରେକର୍ଡ କରାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା…
Read More...