QNETIC – Mobile
Browsing Tag

earthquake

ଭୂକମ୍ପ ଆସିବା ପୂର୍ବରୁ ସତର୍କ କରାଇବ ଗୁଗଲ, ଆଣ୍ଡ୍ରଏଡ୍‌ ଫୋନରୁ ମିଳିବ ସୂଚନା

ନୂଆଦିଲ୍ଲୀ: ଏଣିକି ଭୂକମ୍ପ ଆସିବା ପୂର୍ବରୁ ଲୋକଙ୍କୁ ସତର୍କ କରାଇଦେବ ସର୍ଚ୍ଚ ଇଞ୍ଜିନ ଗୁଗଲ। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କୁ ଏହାର ଫାଇଦା ଉପଲବ୍ଧ ହେବ। ଏଭଳି ଏକ ଟେକ୍ନୋଲୋଜି ବିକାଶ କରୁଛି ଗୁଗଲ। ଏହାର…
Read More...

ଭୂ-କମ୍ପରେ ଥରିଲା ଗଞ୍ଜାମ-ଗଜପତି ; ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼

ଗଞ୍ଜାମ : ଆଜି ସକାଳେ ଗଞ୍ଜାମ-ଗଜପତିରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ,ଦିଗପହଣ୍ଡି ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ…
Read More...

ତାଜାକିସ୍ତାନରେ ଭୂକମ୍ପ, ଥରିଲା ଜାମ୍ମୁ-କାଶ୍ମୀର

ଦୁଶାନ୍‌ବେ: ତାଜାକିସ୍ତାନରେ ମଙ୍ଗଳବାର ଭୂମିକମ୍ପ ସୃଷ୍ଟି ହୋଇଛି। ଭାରତର କିଛି ଅଂଶରେ ଏହାର ଝଟ୍‌କା ଲାଗିଛି। ଭୂକମ୍ପ ଯୋଗୁ ଜାମ୍ମୁ-କାଶ୍ମୀର ମଧ୍ୟ ଥରିଉଠିଛି। ତାଜାକିସ୍ତାନ ରାଜଧାନୀ ଦୁଶାନ୍‌ବେଠାରୁ ୩୪୧…
Read More...

କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ କ୍ରୋଏସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା  

ଜାଗରେବ : କ୍ରୋଏସିଆରେ ରବିବାର ଦିନ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କରୋନା ସଂକ୍ରମଣ ଯୋଗୁଁ ଦେଶର ରାଜଧାନୀ ଜାଗରେବରେ ଆଂଶିକ ବନ୍ଦ ପାଳନ କରାଯାଇଥିବାବେଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ…
Read More...

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଶିମଲା: ହିମାଚଳ ପ୍ରଦେଶର ଲାହୋଲ- ସ୍ପିତି ଜିଲାରେ ଶୁକ୍ରବାର ପ୍ରାୟ ୧୦ଟା ୪୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର…
Read More...

ଅରୁଣାଚଳ ଓ ହରିୟାଣାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୪ଟା ୨୪ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା।…
Read More...

ରାଇରଙ୍ଗପୁରରେ ମୃଦୁ ଭୂମିକମ୍ପ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର, ବିଶୋୟୀ, ବହଳଦା ଓ ଗୋରୁମହିଷାଣୀ ଆଦି ସ୍ଥାନରେ ଶନିବାର ସକାଳ ପ୍ରାୟ ୬.୨୦ମିନିଟ୍‌ରେ ମୃଦୁ ଭୂମିକମ୍ପ ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି…
Read More...