Browsing Tag

earth quake

ଭୂମିକମ୍ପରେ ଥରିଲା ମାଲକାନଗିରି, ଲୋକେ ଭୟଭୀତ

ମାଲକାନଗିରି : ଆଜି ସକାଳୁ ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ପାଞ୍ଚ ରୁ ସାତ…
Read More...

ଜାପାନରେ ୬.୩ ତୀବ୍ରତାର ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ ହୋଇଛି। ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି…
Read More...

ଭୂକମ୍ପରେ ଥରିଲା ତାଇୱାନ୍: ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ

ନୂଆଦିଲ୍ଲୀ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହୁଆଲିଏନ୍ ସହର ଭୂକମ୍ପରେ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ ନେଇ କୌଣସି ଖବର…
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି। ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳର…
Read More...

ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ

ନୂଆଦିଲ୍ଲୀ: ପପୁଆ ନ୍ୟୁ ଟିନିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରେକର୍ଡ ହୋଇଛି। ଏହି ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ଆଶଙ୍କା ରହିଛି। ଭୂପୃଷ୍ଠରୁ…
Read More...

ଭୂକମ୍ପରେ ଥରିଲା ମହାରାଷ୍ଟ୍ର :୧୦ମିନିଟରେ ଦୁଇଥର ଝଟକା

ମୁମ୍ୱାଇ: ଆଜି(ଗୁରୁବାର) ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରେକର୍ଡ କରାଯାଇଛି।…
Read More...

ଭୂକମ୍ପରେ ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ

ନୂଆଦିଲ୍ଲୀ: ଥରିଲା ପାକିସ୍ତାନ। ପଶ୍ଚିମ ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ପାକିସ୍ତାନ ଆଫଗାନିସ୍ତାନ ସୀମା ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳୀ…
Read More...

ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି(ବୁଧବାର) ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ…
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା: ରିକ୍ଟର ସ୍କେଲରେ ତୀବ୍ରତା ୪.୭

ନୂଆଦିଲ୍ଲୀ: ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଏବଂ ୧୩୦ କିଲୋମିଟର…
Read More...

ଚୀନରେ ଭୀଷଣ ଭୂମିକମ୍ପ: ଦିଲ୍ଲୀରେ ବି ଝଟ୍‌କା

ନୂଆଦିଲ୍ଲୀ:  ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳୀ ନେପାଳ-ଚୀନ ସୀମାନ୍ତ ବୋଲି କୁହାଯାଉଛି। ଭୂପୃଷ୍ଠରୁ ଏହାର ଗଭୀରତା ୮୦…
Read More...