Browsing Tag

durga puja

ପୌରାଣିକ କଥା : ଏପରି ଆରମ୍ଭ ହୋଇଥିଲେ ନବରାତ୍ର ପୂଜା

ଶରଦୀୟ ନବରାତ୍ର ହେଉଛି ମାତା ନବଦୁର୍ଗାଙ୍କ ପୂଜା ପର୍ବ। ପ୍ରତିବର୍ଷ ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ ଏହି ପବିତ୍ର ପର୍ବ । ଏବର୍ଷ ନବରାତ୍ର ମହୋତ୍ସବ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଧାର୍ମିକ…
Read More...

କରୋନା କବଳରେ ଦୁର୍ଗାପୂଜା : ପାଣ୍ଡାଲ ସଜାଯିବ, ମା’ଙ୍କ ପ୍ରତିମା ସ୍ଥାପିତ ହେବ, ହେଲେ ଭକ୍ତ ଆସିବେନି

ଦୁର୍ଗାପୁଜା ପାଣ୍ଡାଲକୁ ମଧ୍ୟ ସଜାଯିବ ଏବଂ ମା ଦୁର୍ଗାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯିବ। ହେଲେ ଭକ୍ତଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ନିରାଡମ୍ବର ଭାବେ ସାଧାରଣ ସମାରୋହ ଅନୁଷ୍ଠିତ ହେବ ବୋଲି ଉତ୍ତରପ୍ରଦେଶ…
Read More...

ନବରାତ୍ର ପାଇଁ ନିର୍ଦ୍ଦେଶାବଳୀ : ଗରବା ଏବଂ ଦାଣ୍ଡିଆ ବ୍ୟାନ୍

ଚଳିତ ବର୍ଷ ନବରାତ୍ରରେ ଭକ୍ତଙ୍କୁ ଟିକେ ନିରାଶ ହେବାକୁ ପଡ଼ିପାରେ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ନବରାତ୍ର ପାଳନ କରାଯିବ କିନ୍ତୁ ନିଆରା ଢଙ୍ଗରେ। କୌଣସି ମନୋରଞ୍ଜନମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ।…
Read More...

ଲୋକ ନୃତ୍ୟ ଗରବା ବିନା ପାଳନ ହେବ ଗୁଜୁରାଟର ନବରାତ୍ର

ନବରାତ୍ର ସମୟରେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିବା ଗୁଜୁରାଟ, ଏଥର କିନ୍ତୁ ଫିକା ପଡି ଯାଇଛି। ଗୁଜୁରାଟର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରୁ ନବରାତ୍ରୀ ଅନ୍ୟତମ। ଗରବା ଗୁଜୁରାଟର ଏକ ଲୋକପ୍ରିୟ ଲୋକ ନୃତ୍ୟ ଏବଂ…
Read More...

୫୮ ବର୍ଷ ପରେ ନବରାତ୍ରରେ ଶନି-ଗୁରୁ ର ବିରଳ ସଂଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କ’ଣ ରହିବ ପ୍ରଭାବ

ନବରାତ୍ରିର ନଅ ଦିନିଆ ପର୍ବ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରରେ ଶନି-ଗୁରୁ ଗ୍ରହର ବିରଳ ସଂଯୋଗ ଦେଖିବାକୁ ମିଳିଛି। ନବରାତ୍ରର ପ୍ରଥମ…
Read More...

ଚଳିତ ବର୍ଷ ନବରାତ୍ରର ମହାସଂଯୋଗ, ଦୁଇ ଥର ପଡୁଛି ଶନିବାର

ଚଳିତବର୍ଷ ଆଶ୍ବିନ ମାସ ଦୋ-ମାସି (ଦୁଇଟି ମାସ) ବା ମଳ ମାସ ପଡୁଥିବାରୁ ନବରାତ୍ର ଗୋଟିଏ ମାସ ଆଗକୁ ଚାଲି ଆସିଛି। ପ୍ରତିବର୍ଷ ନବରାତ୍ରୀ ପିତୃପକ୍ଷ ବା ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ। କିନ୍ତୁ ଏଥର ଅମାବାସ୍ୟା…
Read More...

ନବରାତ୍ରର ପ୍ରଥମ ଦିନ, ନିର୍ଦ୍ଧାରଣ କରେ ମା’ଙ୍କ ବାହନ

ନବରାତ୍ର ଅବସରରେ ମା’ ଜଗଦମ୍ବେ ଧରାପୃଷ୍ଠକୁ ଆଗମନ କରିଥାନ୍ତି। ଦେବୀ ଭାଗବତ ପୁରାଣଙ୍କ ଅନୁଯାୟୀ, ନବରାତ୍ରୀ ସମୟରେ ମା’ଙ୍କ ଆଗମନ, ଭବିଷ୍ୟତର ସଙ୍କେତ ପ୍ରଦାନ କରିଥାଏ। ପ୍ରତିବର୍ଷ ମା’ ଜଗଦମ୍ବେ ଭିନ୍ନ ଭିନ୍ନ…
Read More...

ଏଥର ଘୋଡା ଚଢି ଆସିବେ ମା’ ଜଗଦମ୍ବେ

ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ, ଶନିବାର ଦିନ ଚିତ୍ରା ନକ୍ଷତ୍ର ଏବଂ ଚନ୍ଦ୍ରମା ତୁଳା ରାଶିକୁ ଆଗମନ ହେଉଥିବା ସମୟରେ ଏଥର ନବରାତ୍ର ଆରମ୍ଭ ହେଉଛି । ସକାଳ ୭ଟା ୨୩ ମିନିଟରେ କଳସ ସ୍ଥାପନାର ଶୁଭ ସମୟ ରହିଛି।…
Read More...

ବଙ୍ଗାଳୀମାନଙ୍କ ଦୁର୍ଗାପୂଜାର ବିଶେଷ ଆକର୍ଷଣ, ମହିଳାମାନଙ୍କ ଧଳା-ନାଲି ଶାଢୀ ପରିଧାନ

ଆସିଯାଇଛି ପାର୍ବଣର ଋତୁ। ଆଉ ମାତ୍ର କିଛିଦିନ ପରେ ଧରା ପୃଷ୍ଠରେ ଅବତରଣ କରିବେ ଦୁର୍ଗତୀନାଶିନୀ ମା’ଦୁର୍ଗା। ଅର୍ଥାତ୍‍ ଆରମ୍ଭ ହେବ ଦୁର୍ଗାପୂଜା। ତେବେ ସମସ୍ତେ ଦୁର୍ଗାପୂଜା ଅତ୍ୟନ୍ତ ଧୁମ୍‍ଧାମରେ ପାଳନ…
Read More...

ଭୁବନେଶ୍ବର ଦୁର୍ଗାପୂଜା : ଝଲସିବନି ଆଲୋକମାଳା-ହେବନି ତୋରଣ

ଭୁୁବନେଶ୍ୱର : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ…
Read More...