Browsing Tag

durga puja

ଭସାଣରେ ଟ୍ରାଫିକ କଟକଣା

କଟକ : କଟକ ସହରରେ ଦୁର୍ଗାପୂଜା ଭସାଣ ଉପଲକ୍ଷେ ଯାନବାହନ ନିୟନ୍ତ୍ରଣ ପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଏହି କଟକଣା ୨୧ତାରିଖ ସକାଳ ୬ଟା ବା ପ୍ରତିମା ବିସର୍ଜନ ହେବା ଶେଷ…
Read More...

ଚଳଚଞ୍ଚଳ ଶକ୍ତିପୀଠ

କଟକ : ସହରର ଶକ୍ତିପୀଠଗୁଡିକ ଚଳଚଞ୍ଚଳ ହୋଇଉଠିଛି; ସୋମବାର ପୀଠେ ସପ୍ତମୀରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ତ୍ରିଦିନାତ୍ମକ ପୂଜା। ରାତିପାହିଲେ ମଙ୍ଗଳବାର ପୀଠରେ ମହାଷ୍ଟମୀ ଓ ପରଦିନ ବୁଧବାର ସନ୍ଧିପୂଜାରେ ବଳିଦାନ।…
Read More...

ଆଜି ମଣ୍ଡପରେ ମା’ ଦୁର୍ଗାଙ୍କୁ ଆବାହନ

କଟକ : ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଓ ସହର। ଜଗତଜନନୀ ମା’ଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାମଣ୍ଡପ ଓ ତୋରଣରେ ସହର ବଜାର ଝଲସୁଛି । କଟକରେ ମା’ଙ୍କ ପୂଜା ପାଇଁ ବ୍ୟାପକ…
Read More...

ଦର୍ଶନୀୟ ଦଶହରା

ଦଶହରା ଉତ୍ସବ ନବରାତ୍ରିଠାରୁ ଆରମ୍ଭ ହୋଇଥାଏ। କଟକର ଦଶହରା ପ୍ରସିଦ୍ଧି ଲାଭ କରିଥିବା ବେଳେ ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଦଶହରା ମଧ୍ୟ ଭିନ୍ନ ସ୍ବାତନ୍ତ୍ର୍ୟ ବହନ କରିଛି। ଏଥର ଦଶହରାରେ ଲମ୍ବା…
Read More...

ପୂଜା ପୂର୍ବରୁ ପୁଲିସର ଅପରାଧ ଦମନ

କଟକ : ପୂଜା ପୂର୍ବରୁ କମିସନରେଟ ପୁଲିସ ଅପରାଧ ଦମନ ପ୍ରକ୍ରିୟା ଜାରି ରଖିଛି। ସହରାଞ୍ଚଳ ଓ ଜିଆରପିକୁ ମିଶାଇ ୩୬ଟି ପୁଲିସ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା କେତେକ ଗ୍ୟାଙ୍ଗକୁ…
Read More...

ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାର ମଣ୍ଡପମାନଙ୍କୁ ଦେବେ ୨୮ କୋଟି ଟଙ୍କା

କୋଲକାତା .- ଆସନ୍ତା ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ସରକାର ବିଭିନ୍ନ ପୂଜା ମଣ୍ଡପମାନଙ୍କୁ ୨୮ କୋଟି ଟଙ୍କା ଉପହାର ଆକାରରେ ଦେବେ । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଘୋଷଣା କରିଛନ୍ତି ।…
Read More...