www.samajalive.in
Saturday, December 6, 2025
26.1 C
Bhubaneswar

ନବରାତ୍ର ପାଇଁ ନିର୍ଦ୍ଦେଶାବଳୀ : ଗରବା ଏବଂ ଦାଣ୍ଡିଆ ବ୍ୟାନ୍

ଚଳିତ ବର୍ଷ ନବରାତ୍ରରେ ଭକ୍ତଙ୍କୁ ଟିକେ ନିରାଶ ହେବାକୁ ପଡ଼ିପାରେ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ନବରାତ୍ର ପାଳନ କରାଯିବ କିନ୍ତୁ ନିଆରା ଢଙ୍ଗରେ। କୌଣସି ମନୋରଞ୍ଜନମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ସମ୍ପୂର୍ଣ୍ଣ ଭାବରେ ନିରାଡମ୍ବର ଭାବରେ ପାଳନ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଠିରେ ରଖାଯାଇ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ କରାଯାଇଛି। ଗାଇଡ୍‌ଲାଇନ୍ ନିର୍ଦେଶାବଳୀ ଅନୁଯାୟୀ ଜନସମାବେଶ ସ୍ଥଳକୁ ବ୍ୟାନ୍ କରାଯାଇଛି। ମେଲୋଡି ପାର୍ଟି ଏବଂ ପାଣ୍ଡାଲ, ଗେଟ୍ ଆଦି ଉପରେ ପ୍ରତିବନ୍ଧକ ଲଗାଯାଇଛି। ମଣ୍ଡପରେ ମୂର୍ତ୍ତି ନିର୍ମାଣ ମଧ୍ୟ ୪ ଫୁଟ୍ ମଧ୍ୟରେ ସୀମିତ ରଖାଯାଇଛି।

ମହାରାଷ୍ଟ୍ରର ଗୃହ ମନ୍ତ୍ରଣାଳୟ ଦ୍ୱାରା ନବରାତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରେ ଥିବା ପ୍ରତିମା ଦୁଇ ଫୁଟରୁ ଅଧିକ ହେବ ନାହିଁ ଏବଂ ପାଣ୍ଡାଲରେ ଥିବା ପ୍ରତିମାଗୁଡ଼ିକର ଉଚ୍ଚତା ଚାରି ଫୁଟରୁ କମ୍ ହେବ। ଏଥି ସହିତ ସରକାର ଗରବା ଏବଂ ଦାଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories