Browsing Tag

covid

ତିହାର ଜେଲରେ ବ୍ୟାପୁଛି କରୋନା ; ୫୨ କଏଦୀ, ୭ ଜେଲ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସର୍ବାଧିକ ସଂଖ୍ୟକ କଏଦୀ ରହୁଥିବା ତିହାର ଜେଲରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜେଲରେ…
Read More...

ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୮୭୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାଦ୍ୱାରା ଦେଶରେ…
Read More...

ଓଡ଼ିଶାରେ ୧୭୮୪ ନୂଆ କୋଭିଡ ପଜିଟିଭ ଚିହ୍ନଟ: ୨ କୋଭିଡ ସଂକ୍ରମିତ ମୃତ

ଭୁବନେଶ୍ୱର: ମାଡିଚାଲିଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ। କ୍ରମଶଃ ରାଜ୍ୟରେ ଜଟିଳ ହେବାରେ ଲାଗିଛି କରୋନାଜନିତ ପରିସ୍ଥିତି। ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ଦିଲ୍ଲୀରେ ୧୧,୪୯୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ନୂଆ ୧୧,୪୯୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ କୋଭିଡ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ରାଜଧାନୀରେ ଏହା ସର୍ବାଧିକ ସଂକ୍ରମଣ…
Read More...

ସୁପ୍ରିମ କୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ: ଘରେ ରହି ବିଚାର କରିବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷିପ୍ରଗତିରେ ମାଡିଚାଲିଛି। ଗତ ୧୪ ଘଣ୍ଟା ମଧ୍ୟରେ ଦେଶର ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ…
Read More...

ମୋହନ ଭାଗବତ କରୋନା ସଂକ୍ରମିତ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଛି। ଏହାପରେ ତାଙ୍କୁ…
Read More...

ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ନୂଆ ୧୩୭୪ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ସମଗ୍ର ଦେଶ ଓ ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ନୂଆ ୧୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
Read More...

ପ୍ରବାସୀଙ୍କ ଯୋଗୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବ୍ୟାପୁଛି:ରାଜ ଥାକରେ

ମୁମ୍ବଇ: ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ଦାୟୀ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଏମଏନଏସ ମୁଖ୍ୟ ରାଜ ଥାକରେ। ମଙ୍ଗଳବାର ସେ କହିଛନ୍ତି ଯେ ଯେଉଁସବୁ ରାଜ୍ୟରୁ ମହାରାଷ୍ଟ୍ରକୁ…
Read More...

୧୮ ବର୍ଷରୁ ଅଧିକ ସମସ୍ତଙ୍କୁ କୋଭିଡ ଟିକା ଦିଅ: ଆଇଏମଏ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧିପାଉଥିବା କରୋନାର ଦ୍ୱିତୀୟ ତରଙ୍ଗ ଏବଂ ତଦ୍‍ଜନିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ୧୮ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ ଟିକାକରଣ କରିବାକୁ ଇଣ୍ଡିଆନ ମେଡିକାଲ…
Read More...

କଳାହାଣ୍ଡି ଗାଁକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‍ ; ଫୁଲବାଣୀ ପୌରାଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ

ଭୁବନେଶ୍ୱର : ପୁଣି ଦେଶରେ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ପାଖାପାଖି ହୋଇଥିବା ବେଳେ ରାଜ୍ୟରେ ୫୦୦ ନିକଟତର ହୋଇଛି। ଏହାକୁ…
Read More...