Browsing Tag

Covid-19

ଆଜି ୬୪୭ ପଜିଟିଭ୍‌, ଗଞ୍ଜାମରୁ ସର୍ବାଧିକ ୨୨୫

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ଗଞ୍ଜାମ ଜିଲାରୁ…
Read More...

ସମ୍‌ରେ କରୋନା ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ଭାରତୀୟ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଦେଶର ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯିବାକୁ ଥିବାବେଳେ ସୋମବାର ଏଥିପାଇଁ…
Read More...

କରୋନାରେ ଆଉ ୬ ମୃତ; ଗଞ୍ଜାମରୁ ୫, ଗଜପତିରୁ ଜଣେ

ଭୁବନେଶ୍ଵର: କରୋନା ଭୂତାଣୁ ରାଜ୍ୟରେ ଆଉ ୬ଟି ମୁଣ୍ଡ ନେଇଛି। ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୫ ଜଣ ଏବଂ ଗଜପତି ଜିଲାରୁ ଜଣେ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ସେଥିମଧ୍ୟରୁ…
Read More...

୧୧ ଲକ୍ଷ ଟପିଲା କରୋନା, ଦିନକରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି। ଗତକାଲି ୨୪ ଘଣ୍ଟାରେ ୩୮ ହଜାର ୯୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ଠାବ ହୋଇଛନ୍ତି।…
Read More...

କରୋନା ସଂକ୍ରମିତଙ୍କ ପରାମର୍ଶ; ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ

ଭୁବନେଶ୍ଵର: ରୋଗ ତୁଳନାରେ ରୋଗ ପ୍ରତି ମନରେ ସୃଷ୍ଟି ହେଉଥିବା ଭୟ ଅଧିକ ବିପଜ୍ଜନକ। ଏବେ କରୋନା ଭୂତାଣୁର ପ୍ରକୋପ ସାରା ବିଶ୍ଵକୁ ଦୋହଲାଇ ଦେଇଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲକ୍ଷାଧିକ ଲୋକ ଏହି ଭୂତାଣୁରେ…
Read More...

ପୁଣି ୩ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ। ସେମାନଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ ଗଜପତି ଜିଲାର। ଗଞ୍ଜାମ ଜିଲାର ୨ ମୃତକ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ…
Read More...

କରୋନାର ନୂଆ ରେକର୍ଡ; ଦିନକରେ ସର୍ବାଧିକ ୩୨ ହଜାର ୬୯୫ ସଂକ୍ରମିତ, ୬୦୬ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତକାଲି ୨୪ ଘଣ୍ଟାରେ ୨୯ ହଜାର ୪୨୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୩୨ ହଜାର ୬୯୫ ଜଣ ପଜିଟିଭ୍‌ ବାହାରିଛନ୍ତି।…
Read More...

କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ୱାଶିଂଟନ: କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି। ଫାର୍ମା କମ୍ପାନୀ ମୋଡେର୍ନା ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହି ଟିକା ନେଇଥିବା ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା…
Read More...

୭୫ ବିଜେପି ନେତା କରୋନା ସଂକ୍ରମିତ

ପାଟଣା: ବିହାରରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ମହାମାରୀ ପ୍ରବେଶ କରିଛି। ଏହି ଭୂତାଣୁରେ ରାଜ୍ୟ ବିଜେପି କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସମେତ ୭୫…
Read More...

ଆଉ ୪ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମଙ୍ଗଳବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୪ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ…
Read More...