Browsing Tag

Covid-19

ଭୁବନେଶ୍ଵରରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ…
Read More...

କରୋନା ରୋଗୀଙ୍କୁ ଖୁସି କରିବାକୁ ଗୀତ ଗାଇଲେ ଡାକ୍ତର

ବାଗଦାଦ: କରୋନା ଭୂତାଣୁ ମହାମାରୀ ରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ହଜାର ହଜାର ରୋଗୀ ପ୍ରାଣ ହରାଉଛନ୍ତି। ସାରା ବିଶ୍ଵ ଏହି ମାହାମାରୀ ବିରୋଧରେ ଲଢ଼େଇ କରୁଛନ୍ତି। ଏହି…
Read More...

ବିଶ୍ଵର ବୃହତ୍ ବସ୍ତି ଧରାବୀରେ କରୋନା ନିୟନ୍ତ୍ରଣାଧୀନ: ପ୍ରଶଂସା କଲା ଜାତିସଂଘ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

ମୁମ୍ବଇ: କରୋନା ଲଢ଼େଇରେ ଉଦାହରଣ ସାଜିଛି ଧାରାବୀ। ମୁମ୍ବଇର ସବୁଠୁ ବଡ଼ ବସ୍ତି ଭାବେ ପରିଚିତ ଧାରାବୀର ବାସିନ୍ଦା ସହରବାସୀଙ୍କଠାରୁ ଅଧିକ ସଚେତନ। କରୋନାକୁ ହରାଇବା ଲାଗି ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ…
Read More...

କରୋନାର ନୂଆ ରେକର୍ଡ; ୨୪ ଘଣ୍ଟାରେ ସର୍ବାଧିକ ୨୭ ହଜାର ସଂକ୍ରମିତ, ୫୧୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ନିୟମିତ ଭାବେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୭ ହଜାର ୧୧୪ ନୂଆ​‌ ରୋଗୀ ଚିହ୍ନଟ…
Read More...

ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ୨୬ ହଜାର ନୂଆ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ପୁଣି ରେକର୍ଡ ସଂଖ୍ୟକ ୨୬ ହଜାର ୫୦୬ ନୂଆ​‌ ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର…
Read More...

୨୧ ହଜାର ରୋଗୀଙ୍କ ଜୀବନ ନେଲାଣି କରୋନା, ଦିନକରେ ୨୪୮୭୯ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ ଏହି ମହାମାରୀ ଭୂତାଣୁ ୨୧ ହଜାର ୧୨୯ ରୋଗୀଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟାରେ ୨୪…
Read More...

କୋଭିଡ ନିୟମ ଉଲ୍ଲଂଘନ; ୩ ଜଣଙ୍କ ନାଁରେ ମାମଲା

ଝାରସୁଗୁଡ଼ା: ବାହାର ରାଜ୍ୟରୁ ଆସି ହୋମ୍‌ କ୍ବାରେଣ୍ଟାଇନରେ ରହୁଥିବା ଲୋକେ ନିୟମ ଉଲ୍ଲଂଘନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲା ପ୍ରଶାସନ ଦୃଷ୍ଟାନ୍ତମୂଳକ…
Read More...

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଦେଦର୍ହ ଗାଁ ୪୮ ଘଣ୍ଟା ସଟ୍‌ଡାଉନ

ଖପ୍ରାଖୋଲ: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗ୍ରାମର ଜଣେ ୨୨ ବର୍ଷୀୟା ଗର୍ଭବତୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ ତାମିଲନାଡୁରୁ ଫେରିଥିଲେ। ତାଙ୍କର କୋଭିଡ…
Read More...

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଝିଆରୀ କରୋନା ସଂକ୍ରମିତ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାସଭବନରେ ପ୍ରବେଶ କରିଛି କରୋନା। ନୀତିଶଙ୍କ ଝିଆରି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୋମବାର ରାତିରେ ତାଙ୍କୁ ପାଟନାସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।…
Read More...

ରାଜଧାନୀରେ ୧ ଲକ୍ଷ ଡେଇଁଲା କରୋନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ୧ ଲକ୍ଷ ଡେଇଁଛି। ଏଠାରେ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୮୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩୧୧୫ ରୋଗୀ ଏହି ମହାମାରୀ…
Read More...