Browsing Tag

Covid-19

ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଲେ ଡାକ୍ତର, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଟିକାକରଣ ସମୟରେ ଜଣେ ଡାକ୍ତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଦିଲ୍ଲୀର ଲାଲ…
Read More...

ବ୍ରିଟେନ ଷ୍ଟ୍ରେନ୍‌ ସଂକ୍ରମିତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଫେରିଥିବା ଅନେକ ଲୋକଙ୍କଠାରେ କରୋନା ଭୂତାଣୁ ନୂଆ ଷ୍ଟ୍ରେନ ଚିହ୍ନଟ ହେଲାଣି। ସେମାନଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଏହା ଭିତରେ ବର୍ତ୍ତମାନ ସୁଦ୍ଧା ୯୦ ଜଣ ଏହି ନୂଆ…
Read More...

ଅମିତାଭ ବଚ୍ଚନଙ୍କ ସ୍ବର ଥିବା କୋଭିଡ୍‌ କଲର୍‌ ଟ୍ୟୁନ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିଶନ

ନୂଆଦିଲ୍ଲୀ: କରୋନା ଭୂତାଣୁର ବିପଦ ବର୍ତ୍ତମାନ ସୁଦ୍ଧା କମିନାହିଁ। କରୋନା ଭୂତାଣୁଠାରୁ କିପରି ରକ୍ଷା ମିଳିବ ସେ ଦିଗରେ ଲୋକଙ୍କୁ ସରକାର ସଚେତନ କରାଉଛନ୍ତି। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ…
Read More...

ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ନେତାଙ୍କ ଚେତାବନୀ; ‘ନିୟମରେ ରହି ନ ପାରିଲେ ଆସନାହିଁ’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ କରୋନା ଯୋଗୁ କ୍ବାରେଣ୍ଟାଇନ ନିୟମକୁ କଡ଼ାକଡ଼ି କରାଯାଇଛି। ସେଥିରୁ ଗୋଟିଏ ହେଉଛି କୁଇନ୍‌ସଲାଣ୍ଡର ବ୍ରିସବେନ୍‌, ଯେଉଁଠି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ…
Read More...

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ…
Read More...

୧୬୧ ଜଣଙ୍କର ପରୀକ୍ଷଣ, ଜଣେ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨ଟି ସ୍ଥାନରେ ରବିବାର ଦିନ କରାଯାଇଥିବା ୧୬୧ ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର…
Read More...

ଦୁଇ ଦିନରେ କନ୍ଧମାଳରେ ୨ଜଣ ଲେଖାଏଁ ନୂଆ କୋଭିଡ ସଂକ୍ରମଣ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୨ ଦିନ ଧରି ଦୁଇ ଜଣ ଲେଖାଏଁ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨ ତାରିଖ ପରଠାରୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧ ଏବଂ ଶୂନ ରହିଥିବା ବେଳେ ରବିବାର ଏବଂ…
Read More...

କରୋନା ଚିହ୍ନବେ କୁକୁର !

କୁକୁରଙ୍କ ଘ୍ରାଣ ଶକ୍ତି (ଶୁଙ୍ଘିବା) ର ଅଦ୍ଭୁଦ କ୍ଷମତା ରହିଛି। ଏହି କାରଣରୁ ବହୁ ଦେଶରେ ବିଭିନ୍ନ ମାମଲାରେ ପୁଲିସ କୁକୁରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ସହ ବିଭିନ୍ନ କାର୍ଯ୍ୟରେ ଏମାନଙ୍କୁ ବ୍ୟବହାର…
Read More...

କୋଭିଡ ନିୟମ ଉଲ୍ଲଙ୍ଘନ ଦଣ୍ଡ ଏକ ଲକ୍ଷ

ଦେବଗଡ : ଦେବଗଡ ଥାନା ସୁଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ କମଳା ବଗିଚା ଗ୍ରାମରେ ଆଜି ଜଣେ ଯନ୍ତ୍ରୀ କୋଭିଡ ନିୟମ ଉଂଲଘନ କରି ବିବାହ ଭୋଜି ଦେଉଥିବା ବେଳେ ସେଠାରେ ଚଢାଉ କରାଯାଇ ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା…
Read More...

୬୭ଜଣ କୋଭିଡ କଟକଣା ଅମାନିଆଙ୍କୁ ୧୧୭୦୦ ଜୋରିମନା

ଆଠଗଡ :  ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କୋଭିଡ କଟକଣା ବିଶେଷ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିବା ସହିତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା…
Read More...