Browsing Tag

Corona virus

ତୃତୀୟ ଲହରରେ ଟିକା ନେଇ ନଥିବା ବ୍ୟକ୍ତିଙ୍କର ହେଉଛି ମୃତ୍ୟୁ – ଗବେଷଣା

ନୂଆଦିଲ୍ଲୀ - ଦେଶରେ ଟିକା ନେଇ ନଥିବା ବ୍ୟକ୍ତିମାନଙ୍କର କୋଭିଡ୍‌ର ତୃତୀୟ ଲହରରେ ମୃତ୍ୟୁ ହେଉଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ଆଶିଂକ ଟିକା ନେଇଥିବା ବ୍ୟକ୍ତିମାନେ ଗୁରୁତର ହେଉଛନ୍ତି କିମ୍ବା…
Read More...

ମାର୍ଚ୍ଚ ୧୧ ସୁଦ୍ଧା କରୋନା ହେବ ପ୍ରଭାବହୀନ

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପୀଡାରେ ଛଟପଟ ହେଉଥିବା ଭାରତ ସମେତ ସମୁଚ୍ଚୟ ବିଶ୍ବ ପାଇଁ ଏକ ସବୁଠୁ ବଡ଼ ପ୍ରଶ୍ନ କେବେ ଯିବ କରୋନା। ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇସିଏମଆର…
Read More...

ରାଜ୍ୟରେ ହୋଇନି ଲକ୍‌ଡାଉନ୍‌ – ଜାଣନ୍ତୁ କାହିଁକି

ଭୁବନେଶ୍ୱର -  ରାଜ୍ୟରେ ଲକ୍‌ଡାଉନ୍‌ ହୋଇ ନାହିଁ , ରାଜ୍ୟ ସରକାର ଜୀବିକା ସହ ଜୀବନକୁ ପ୍ରାଧାନ୍ୟତା ଦେଉଥିବାରୁ ସଟ୍‌ଡାଉନ୍‌ କି ଲକ୍‌ଡାଉନ୍‌ କରାଯାଇ ନାହିଁ । ।  ଏବେ ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି ।…
Read More...

ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି – ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର - ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି  । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ…
Read More...

ବିଶ୍ୱରେ ୨୦.୭୧ ଲକ୍ଷ ନୂଆ ସଂକ୍ରମିତ ; ଅଷ୍ଟ୍ରେଲିଆରେ ରେକର୍ଡ ସଂଖ୍ୟକ ଓମିକ୍ରନ ଆକ୍ରାନ୍ତ

ଟୋକିଓ : ବିଶ୍ୱରେ ଗୋଟିଏ ଦିନରେ ୨୦.୭୧ ଲକ୍ଷ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫,୨୮୬ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ସହ ଆମେରିକାରେ ୩.୮୯ ଲକ୍ଷ ସଂକ୍ରମିତଙ୍କ ସହ ଶୀର୍ଷରେ ରହିଛି। ଏହି…
Read More...

ଦେଶରେ ୨୪ ଘଂଟାରେ ୨ ଲକ୍ଷ ୮୨ ହଜାର ୯୭୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୨ ହଜାର ୯୭୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୭୯ ଲକ୍ଷ ୧ ହଜାର ୨୪୧କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭…
Read More...

ଡେଲଟାଠାରୁ ଅଧିକ ସଂକ୍ରାମକ; କମ୍ କ୍ଷତିକାରକ ଓମିକ୍ରନ -ଫୁସଫୁସରେ ପହଞ୍ଚିବାବେଳକୁ ଦୁର୍ବଳ ହେଉଛି

n ଭୁବନେଶ୍ବର,   (ନି.ପ୍ର): ରାଜ୍ୟରେ କରୋନା ସଂକ୍ରମଣ ନୂଆବର୍ଷ ଆରମ୍ଭରୁ ବଢିଥିବାବେଳେ ଗତ ୫ ଦିନ ହେଲା ଦୈନିକ ସଂକ୍ରମର ଏକପ୍ରକାର ସ୍ଥିର ସ୍ଥିତିରେ ରହିଛି। ଏପରିକି ଗତକାଲି ୧୧ ହଜାର ଉପରେ ଥିବାବେଳେ ଆଜି ଏଥିରେ…
Read More...

ଖୁବ ଶୀଘ୍ର କରୋନା ମହାମାରୀର ହେବ ଅନ୍ତ – ଆମେରିକୀୟ ବିଶେଷଜ୍ଞ

ନୂଆଦିଲ୍ଲୀ - ଖୁବଶୀଘ୍ର କରୋନା ମହାମାରୀର ଅନ୍ତ ହେବ ବୋଲି ଆମେରିକାର ବିଶେଷଜ୍ଞ ଦାବି କରିଛନ୍ତି । ଭାଇରୋଲଜିଷ୍ଟ ଡାକ୍ତର କୁତୁବ ମହମ୍ମୁଦଙ୍କ ଅନୁସାରେ ଭୁତାଣୁର ଅନେକ ପ୍ରକରଣ ଆସିଲାଣି । ମଣିଷ ମଧ୍ୟ ଏଥିରେ କିପରି…
Read More...

କୋଭିଡ୍‌ ପାଇଁ ଟିକା ଅମୋଘ ଅସ୍ତ୍ର – କାଢା ବଢାଇବ ପ୍ରତିରୋଧକ ଶକ୍ତି : ଏମସ୍‌ର ପୂର୍ବତନ ନିର୍ଦେଶକ ଡାକ୍ତର…

ଭୁବନେଶ୍ୱର- କୋଭିଡ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ଅମୋଘ ଅସ୍ତ୍ର । ଏଥିପାଇଁ ସମସ୍ତ  ଯୋଗ୍ୟ ନାଗରିକ ଟିକା ନିହାତି ନେବା ଆବଶ୍ୟକ । ଏହା ସହ ଆମେ ପାରମ୍ପରିକ ଭାବେ ବ୍ୟବହାର କରୁଥିବା କାଢା ଶରୀରରେ…
Read More...

କ୍ୟାପିଟାଲ ହସ୍‌ପିଟାଲ୍‌ରେ ୩୦ରୁ ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର - କ୍ୟାପିଟାଲ ହସ୍‌ପିଟାରେ ୩୦ରୁ ଅଧିକ ଡାକ୍ତର ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ୍‌ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ହସ୍‌ପିଟାଲ୍‌ର ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏ ବିଷୟରେ…
Read More...