Patra electronics
Browsing Tag

Bihar News

ବିହାରରେ ବଡ ସଡକ ଦୁର୍ଘଟଣା ; ଚାଲିଗଲା ୮ ଜୀବନ

ପାଟଣା : ବିହାରର ପୁର୍ଣ୍ଣୟା ଜିଲାର କାଞ୍ଜିୟା ଗାଁରେ ଶନିବାର ଭୋର ୩ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡି ପୋଖରୀକୁ ଖସି ଯାଇ ଆଠ ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ କହିବାନୁଯାୟୀ ଏଯାଏଁ ୮…
Read More...

ଦୁର୍ବୃତ୍ତ କହିଲା ପଛକୁ ଅନା ; ଲୁଟି ନେଲା ୨୨ ଲକ୍ଷ

ଜମୁଇ : ବିହାରର ଜମୁଇ ଜିଲାରେ ଲୁଟ୍‍ର ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜଣେ କାର ଚାଳକ ନିଜ ଗାଡି ଯୋଗେ ଦେବଘରରୁ ନବାଦା ଯାଉଥିବା ସମୟରେ ଲୁଟ୍‍ର ଶିକାର ହୋଇଛନ୍ତି। ତାଙ୍କ ନିକଟରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଲୁଟ…
Read More...

ଭାଗଲପୁରରେ ଭୟଙ୍କର ବିସ୍ଫୋରଣ ; ୭ ମୃତ

ପାଟନା : ବିହାରର ଭାଗଲପୁରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ବହୁତଳ ଅଟ୍ଟାଳିକାର ୩ୟ ମହଲାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ…
Read More...

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଫୁସଫୁସରେ ସଂକ୍ରମଣ, କିଡ୍‌ନୀ ୭୫% କାମ କରୁନି

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ବର୍ତ୍ତମାନ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଚିକିତ୍ସିତ…
Read More...

ବିହାରରେ ଭିଡ଼ ହିଂସା; ହତ୍ୟା ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ଲୋକେ

ବିହାରର ସମସ୍ତିପୁର ଜିଲାରେ ଭିଡ଼ ହିଂସା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକକୁ ଲୋକମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଯୁବକ ଜଣକ ଏକ ହତ୍ୟା ଘଟଣାର ଅଭିଯୁକ୍ତ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
Read More...

୪ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା କହିଲେ ଏପରି କଥା; ଜାଣିଲେ ଲୋମ ଟାଙ୍କୁରି ଉଠିବ

ପଟନା: ବିହାରର ସିୱାନ ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତା’ର ୪ ସନ୍ତାନଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି। ଏହା ସହିତ ଆଉ ଜଣେ ସନ୍ତାନ ଏବଂ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
Read More...

ବିହାରରେ ବିଧାନସଭା ନିର୍ବାଚନ ; ୯ଟା ସୁଦ୍ଧା ୮.୦୫% ମତଦାନ

ପାଟନା : କୋଭିଡ କଟକଣା ମଧ୍ୟରେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି। ସକାଳ ୯ଟା ସୁଦ୍ଧା ୮.୦୫% ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ବଖତିଆରପୁରରେ ୧୪.୪୬%, ଦୀଘାରେ ୭.୬୫%,…
Read More...

ଲୁଟେରା ଖସିବା ପରେ ମାଲିକ ଖାଇଲେ ମାଡ଼

ବିହାରର ନାଲନ୍ଦାରେ ଲୁଟର ଶିକାର ହୋଇଥିବା ଯୁବକକୁ ହିଁ ଲୁଟେରା ଭାବି ନିସ୍ତୁକ ମାଡ଼ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଉତ୍ତେଜନା ଥମି ନଥିଲା। ଲୋକେ ପୁଲିସ ଉପରେ ମଧ୍ୟ ଆକ୍ରମଣ…
Read More...

ନିତିଶଙ୍କ ପ୍ରତି ବିରୋଧୀଙ୍କ ଆକ୍ରୋଶ: ନୂଆ ନାଁ ଦେଇଛନ୍ତି ‘‘କରୋନା କୁମାର’’

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀଙ୍କ ନାମ ହେଉଛି ନିତିଶ କୁମାର। କିନ୍ତୁ ଆଜିକାଲି ରାଜ୍ୟବାସୀ ତାଙ୍କୁ ‘କରୋନା କୁମାର’ ନାମରେ ଡାକୁଛନ୍ତି। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ…
Read More...

ଦୁର୍ନୀତିର ନଗ୍ନଚିତ୍ର: ୨୯ ଦିନ ରହିଲାନି, ନଦୀରେ ଭାସିଗଲା ୨୬୪ କୋଟିରେ ନିର୍ମିତ ପୋଲ

ପାଟନା: ଦେଶରେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ୨୬୪ କୋଟି ଟଙ୍କାରେ ନିର୍ମିତ ଏକ ପୋଲ ୨୯ ଦିନ ବି ରହିଲା ନାହିଁ। ବନ୍ୟା ଜଳ ଆସିବାରୁ ପୋଲଟି ନଦୀରେ…
Read More...