www.samajalive.in
Saturday, December 6, 2025
17.1 C
Bhubaneswar

ବିହାର ଫ୍ଲୋର ଟେଷ୍ଟ; ପଦରୁ ହଟିଲେ ବିଧାନସଭା ବାଚସ୍ପତି

ପାଟନା: ବିହାର ବିଧାନସଭାରେ ସୋମବାର ନୀତୀଶ ସରକାରଙ୍କ ଫ୍ଲୋର ଟେଷ୍ଟ ଚାଲିଛି। ଏହି ସମୟରେ ବିହାର ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି। ଭୋଟିଂ ପୂର୍ବରୁ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ସପକ୍ଷରେ ୧୨୫ ଭୋଟ୍‌ ପଡ଼ିଥିବାବେଳେ ବିପକ୍ଷରେ ୧୧୨ ଭୋଟ୍‌ ପଡ଼ିଥିଲା। ଏହାପରେ ଅୱଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories