Browsing Tag

bhubaneswar

ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନ ସମୟରେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଫଳରେ ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପିର ସଦସ୍ୟବୃନ୍ଦ ଗୃହ ମଝିରେ…
Read More...

ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗୁରୁବାର ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ସମୟରେ ପୁଲିସ ମହିଳାଙ୍କୁ କାବୁ…
Read More...

ବିଧାନସଭା ସୁରକ୍ଷା ଯାଞ୍ଚ କଲେ ପୁଲିସ ଡିଜି; ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ବୁଧବାର ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଡିଜିପିଙ୍କ ଯାଞ୍ଚ ପରେ ପୁଲିସ କମିଶନର ଏବଂ ଡିସିପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ…
Read More...

ଭୁବନେଶ୍ୱର ଲାଇଫ୍‍ ସାଇନ୍ସ ଇନଷ୍ଟିଚ୍ୟୁଟ୍‍ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ…
Read More...

୧୭ରୁ ୨୦ ଯାଏଁ ବର୍ଷା ସମ୍ଭାବନା, ଏହିସବୁ ଜିଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବୁଧବାରଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏନେଇ ଆଜି ସତର୍କ କରାଇଛି ପାଣିପାଗ ବିଭାଗ। ଆସନ୍ତାକାଲି ବର୍ଷା ଓ ଘଡ଼ଘଡ଼ି ନେଇ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
Read More...

ପୁଣି ଶୁଣିବାକୁ ମିଳିବ ସାରଥୀଙ୍କ ପ୍ରବଚନ

ଭୁବନେଶ୍ୱର: ସାରଥୀ ଓରଫ୍‍ ସନ୍ତୋଷ ରାଉଳ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଣିକି ସେ ପ୍ରବଚନ ଦେଇପାରିବେ। ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ମଙ୍ଗଳାର ସୂଚନା ମିଳିଛି। କୋଭିଡ଼୍‍ ନିୟମକୁ ପାଳନ କରିବା…
Read More...

ଆସନ୍ତାକାଲିଠାରୁ ୨ ଦିନ ସ୍କୁଲ୍‍ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦୁଇ ଦିନ ଅର୍ଥାତ୍‍ ୧୫ ଓ ୧୬ ତାରିଖ ରାଜ୍ୟର ସମସ୍ତ ସ୍କୁଲ୍‍ ବନ୍ଦ ରହିବ। ୧୫ ତାରିଖ କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ ଏବଂ ୧୬ ତାରିଖ ସରସ୍ୱତୀ ପୂଜାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ…
Read More...

ରାଜ୍ୟର ୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…
Read More...

‘ମୋ ଖତ’ ବିକ୍ରୟ ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ କିଓସ୍କର ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତମାନ ଭୁବନେଶ୍ୱରରେ…
Read More...

ଶୁଆକାଟୀରୁ-ଭୁବନେଶ୍ୱର ଚାଲିଲା ବିଜୟଲକ୍ଷ୍ମୀ

ପାଟଣା : ଦୀର୍ଘ ୯ ମାସର ବିରତି ପରେ ଆଜିଠାରୁ ଶୁଆକାଟୀ ଠାରୁ ଭୁବନେଶ୍ୱର ବିଜୟଲକ୍ଷ୍ମୀ ନାମକ ଘରୋଇ ବସ ଚଳାଚଳ ଆରମ୍ଭ କରିଛି । ମାତ୍ର କିଛି ଦିନ ଚାଲିବା ପରେ ଲକଡାଉନ କାରଣରୁ ଦୀର୍ଘ ୯ ମାସ ଧରି ବସଟି ମାଲିକଙ୍କ…
Read More...