Browsing Tag

banki news

ଶୌଚାଳୟ ନିର୍ମାଣ ରାଶି ପାଇବାରେ ବିଳମ୍ବ

ବାଙ୍କୀ :  ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ୪ନଂ ଓାର୍ଡରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାର। ଯଥାକ୍ରମେ ୨ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ଏପ୍ରିଲ ମାସରୁ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଷ୍ଠୀଙ୍କୁ…
Read More...

ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ବାଙ୍କୀ ଗସ୍ତ

ବାଙ୍କୀ : ରାଜ୍ୟ ସରକାରଙ୍କ ଖାଦ୍ୟ ଆୟୋଗ ପକ୍ଷରୁ ଶନିବାର ଦିନ ଏକ ସ୍ୱତନ୍ତ୍ର ଟିମ୍ ବାଙ୍କୀ ଗସ୍ତରେ ଆସି ତୁଳସୀପୁର,ରଗଡି ଓ ସୁବର୍ଣ୍ଣପୁର ପଞ୍ଚାୟତର କାର୍ଯ୍ୟକାରୀ ହେଉଥିବା ଯୋଜନାର କ୍ଷେତ୍ର ପରିଦର୍ଶନ କରିବା ସହିତ…
Read More...

ମହାଲକ୍ଷ୍ମୀ ସ୍ୱଂୟସହାୟିକା ଗୋଷ୍ଠୀ ପକ୍ଷରୁ ପଞ୍ଚାୟତ ପୋଖରୀରେ ମାଛ ଚାଷ

ବାଙ୍କୀ : ରାଷ୍ଟ୍ରିୟ କୃଷି ବିକାଶ ଯୋଜନାରେ କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସୈାଜନ୍ୟତାରେ ହରିରାଜପୁର ପଞ୍ଚାୟତ ପକ୍ଷରୁ ମାଛ ଚାଷ ଆରମ୍ଭ ହୋଇଛି। ଗୁରୁବାର ଦିନ ସକାଳେ ଏହି ପଞ୍ଚାୟତ ସ୍ଥିତ ଗଉଡ ପୋଖରୀରେ…
Read More...

କଳାପଥର ଅଞ୍ଚଳରେ ଫାଣ୍ଡି ଖୋଲା ଯିବାକୁ ଦାବି

କଳାପଥର(ବାଙ୍କୀ) : କଟକ ଗ୍ରାମାଞ୍ଚଳ ପୁଲିସ୍ ଅଧିକ୍ଷକଙ୍କ ନିୟନ୍ତ୍ରଣାଧିନ ବୈଦ୍ୟେଶ୍ୱର ଥାନା।ନ୍ତର୍ଗତ କଳାପଥର,ପୁଇଁଚା,ନୁଆଗାଁ,କାଳିପୋଇ,ବରପୁଟ ଇତ୍ୟାଦି ପଞ୍ଚ।ୟତ ଠାରୁ ଥାନାର ଦୂରତ୍ୱ ୧୨-୧୫ କିମି ଦୂରତା…
Read More...

ବାଙ୍କୀ ବ୍ଲକର ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ବାଙ୍କୀ : ବାଙ୍କୀ ବ୍ଲକ ପ୍ରଶାସନ ତରଫରୁ ଆଜି ମୁଖ୍ୟ ବଜାର ମଧ୍ୟରେ ଥିବା ଚର୍ଚ୍ଚିକା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟର କରୋନା…
Read More...

ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ, ବାର୍ଡ ଫ୍ଲୁ ଆଶଙ୍କା

ବାଙ୍କୀ: ଶୀତଦିନେ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଚିଲିକା, ଅଂଶୁପା ସମେତ ବିଭିନ୍ନ ହ୍ରଦରେ ଏମାନଙ୍କ କଳରବ ପରିବେଶକୁ ବେଶ୍‌ ମୁଖରିତ କରେ। କିନ୍ତୁ ଏବେ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା…
Read More...

୧୧୭ ୟୁନିଟ ରକ୍ତ ସଂଗ୍ରହ, ଚାରା ବାଣ୍ଟି ପରିବେଶ ସୁରକ୍ଷା ବାର୍ତ୍ତା ଦେଲା ସବୁଜ ବାହିନୀ

ବାଙ୍କୀ: ଡମପଡା ବ୍ଲକ ଅଧୀନ ଢଁସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଢଁସର ସବୁଜବାହିନୀ ଓ ସତ୍ୟରୂପା ସଦ୍‌ଭାବନା ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ରବିବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୭ ୟୁନିଟ୍‌…
Read More...

ବାରହା ଉଜାଡିଲେ ଧାନକ୍ଷେତ

ବାଙ୍କୀ : ବାଙ୍କୀର ବିଭିନ୍ନ ଅଞ୍ଚଳରେ ବହୁ ସମୟରେ ବନ୍ୟ ଜନ୍ତୁ ବାରହା କ୍ଷେତରେ ପଶି ଫସଲ ଉଜାଡୁଥିଲା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ବହୁ କ୍ଷତି ସହୁଛନ୍ତି। କେତେବେଳେ ମକାକ୍ଷେତ ତ କେତେବେଳେ ପନିପରିବା ଚାଷ…
Read More...

ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ପାଇଁ ବନ୍ଦ

କଟକ : କଟକ ଜିଲାର ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ବନ୍ଦ ପାଇଁ ସୋମବାର ନିଷ୍ପତି ହୋଇଛି। ଜଣେ ଡ଼ାକ୍ତରଙ୍କ ପୁଅ କରୋନା ପଜିଟିଭ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବାଙ୍କି…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

କଳାପଥର: ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗୀ ପଞ୍ଚାୟତର ଇନ୍ଦୁମତି ପାଟଣା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଶ୍ରୀନିବାସ ପରିଡା। ସୂଚନାଯୋଗ୍ୟ ଯେ, ମୃତ…
Read More...