Browsing Tag

balangir

କମି ଯାଇଛି ଖର୍ଚ୍ଚ, ବଢିଛି ଆୟୋଜନ ଚିନ୍ତା

ବଲାଙ୍ଗିର : ବିଶେଷ କରି ନୂଆଁଖାଇ ଭେଟ୍‍ଘାଟ ଆୟୋଜନକୁ ବେଶ ଉତ୍ସୁକତା ରହିଥାଏ ମନରେ। ତେବେ ଆୟୋଜକଙ୍କ ପାଇଁ ଏହା ସହଜ କଥା ହୋଇ ନଥାଏ। ସମସ୍ତଙ୍କୁ କାର୍ଯ୍ୟକ୍ରମ ଯେମିତି ପସନ୍ଦକୁ ଆସିବ ସେଥିପାଇଁ ଦୃଷ୍ଟି ଦେବାକୁ…
Read More...

ଜିଲାରୁ ୧୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଆଜି ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ବଲାଙ୍ଗିର ପୌରାଞ୍ଚଳର। ବଲାଙ୍ଗିର ପୌରାଞ୍ଚଳର ପେଲେସ୍‍ ଲାଇନ୍‍, ରୁଗୁଡ଼ିପଡ଼ା, ଗାନ୍ଧୀନଗରପଡ଼ାରୁ ୨ଜଣ ଲେଖାଏଁ,…
Read More...

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ 

ବଲାଙ୍ଗିର: ବିପିଏସ୍‍ ପ୍ରଡକ୍ସନର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ ମୁକ୍ତିଲାଭ କରିଛି। ବିଶିଷ୍ଟ ନାଟ୍ୟକାର ଜଗଦାନନ୍ଦ ଛୁରିଆ ଏହାର କାହାଣୀ ରଚନା…
Read More...

ଝିଅ, ଜ୍ୱାଇଁଙ୍କ ସହ ମେୱାରରେ ନୂଆଖାଇଲେ କନକ, ସଙ୍ଗୀତା

ବଲାଙ୍ଗିର: କୋଭିଡ-୧୯ ଯୋଗୁଁ ରାଜ୍ୟ ବାହାରେ ଫସିି ରହିଥିବା ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଝିଅ ନିବୃତ୍ତି ଓ ମେୱାର ଯୁବରାଜ ଲକ୍ଷ୍ୟରାଜ…
Read More...

ଦୁଇ ଧର୍ମକୁ ଗୋଟିଏ ଛାତ ତଳେ ଏକାଠି କଲା ‘ନୂଆଖାଇ ପରମ୍ପରା’

ବଲାଙ୍ଗିର: ଚାଷ ଓ ଚାଷୀର ପର୍ବ ନୂଆଖାଇ। ଯେଉଁ ପରମ୍ପରାରେ ରହିଛି ଭାଇଚାରାର ବାର୍ତ୍ତା। ସମସ୍ତଙ୍କୁ ଗୋଟିଏ ଛାତ ତଳେ ଯେଉଁ ପର୍ବ ବାନ୍ଧି ରଖେ, ପରକୁ ଆପଣାର କରିବାର କଳା ଶିଖାଏ, ଭାବର ବନ୍ଧନରେ ଯୁଗ ଯୁଗ ଧରି ଏକ…
Read More...

ବଲାଙ୍ଗିରରେ ବଢୁଛି କରୋନା ସଂକ୍ରମଣ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ନୂଆଖାଇ ଦିନରେ ୬୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବଲାଙ୍ଗିର ସହରରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ଅନ୍ୟ ବ୍ଲକମାନଙ୍କରେ ମଧ୍ୟ କରୋନା ସଂଖ୍ୟା ବୃଦ୍ଧି…
Read More...

ଶୈଳଶ୍ରୀ ପ୍ୟାଲେସରେ ନୂଆଖାଇ

ବଲାଙ୍ଗିର: ବଲାଙ୍ଗିର ତଥା ପୂର୍ବର ପାଟଣା ରାଜ୍ୟର ରାଜ ପରିବାରର ନୂଆଖାଇ ପାଳନ ପ୍ରତିବର୍ଷ ଏକ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଶୈଳଶ୍ରୀ ପ୍ୟାଲେସରେ କିଭଳି ନୂଆଖାଇ ପାଳନ କରାଯିବ ସେ ନେଇ ସମସ୍ତେ ଚାହିଁ ରହିଥାନ୍ତି।…
Read More...

କରୋନା କଟକଣା ଭିତରେ ନୂଆଖାଇ ପାଳିତ

ବଲାଙ୍ଗିର: କରୋନା ଭଳି ଏକ ବିଷମ ପରିସ୍ଥିତି ସତ୍ତେ୍ୱ ବଲାଙ୍ଗିର ଜିଲାରେ ବେଶ ଧୁମଧାମର ସହିତ ପାଳିତ ହୋଇଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆ ଲାଗି ହେବା ପରେ…
Read More...

ଚୁଲିକି ଗଲାଣି ପାଠପଢା

ବଲାଙ୍ଗିର: କରୋନା ମହାମାରୀ ସମୟରେ ବଲାଙ୍ଗିର ଜିଲାରେ ଉଜୁଡିଗଲାଣି ଶିକ୍ଷା ବ୍ୟବସ୍ଥା। ପୂର୍ବରୁ ହିଁ ଶିକ୍ଷା ବ୍ୟବସ୍ଥା ବଲାଙ୍ଗିର ଜିଲାରେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଏହି କିଛି ମାସ ଭିତରେ…
Read More...

ସାଲେଭଟା ଦଳିତ ପରିବାର ଘରଭଙ୍ଗା ଘଟଣା: ଆକାଶ ମିଶ୍ରଙ୍କ ଗିରଫ ଦାବିରେ ଜିଲା ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗାଁରେ ଦଳିତ ପରିବାରଙ୍କ ଘରଭଙ୍ଗା ଘଟଣାକୁ ନେଇ ଗତ କିଛି ଦିନ ହେଲା ସ୍ଥାନୀୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ଜିଲାପାଳ କ୍ଷମତାର ଅପବ୍ୟବହାର…
Read More...