Browsing Tag

aap

ଆମ୍‌‌ ଆଦମୀ ପାର୍ଟିକୁ ଭୋଟ ଦେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମ୍‌‌ ଆଦମୀ ପାର୍ଟି(ଆପ୍‌‌)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌‌) ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ଦିଲ୍ଲୀ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଶନିବାର ଗିରଫ କରିଛି।…
Read More...

ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ପ୍ରଥମ ଇନ୍‌ସୁଲିନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ଥର ପାଇଁ ଇନସୁଲିନ ଦିଆଯାଇଛି। କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ ଏବଂ ତାଙ୍କୁ…
Read More...

ରାମ ନବମୀ ଅବସରରେ AapkaRamRajya ଓ୍ବେବସାଇଟ୍‌ ଲଞ୍ଚ୍‌ କଲା ଆପ୍‌

ନୂଆଦିଲ୍ଲୀ: ରାମ ନବମୀ ଅବସରରେ AapkaRamRajya ଓ୍ବେବସାଇଟ୍‌ ଲଞ୍ଚ୍‌ କରିଛି ଆମ ଆଦମୀ ପାର୍ଟି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏହା ଆମ୍‌ ଆଦ୍‌ମୀ ପାର୍ଟିର ପ୍ରଚାର ଓ୍ବେବସାଇଟ୍‌। ଏ ସମ୍ପର୍କରେ ସୂଚନା ଦେଇ ଆପ୍‌…
Read More...

ପାହାଡିଆ ରାଜ୍ୟରେ ବାଜି ମାରିବ ବିଜେପି: ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌‌, କଣ କହୁଛି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ କାହାକୁ ମିଳିବ ବହୁମତ। କିଏ ମାରିବ ବାଜି ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଟିଭି-୯ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପଶ୍ଚିମବଙ୍ଗରେ ୪୨ଟି…
Read More...

ଜେଲ୍‌ରେ ରହିବାର ୬ମାସ ପରେ ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଜେଲ୍‌ରେ ରହିବାର ୬ ମାସ ପରେ ତାଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ତାଙ୍କୁ…
Read More...

ଆପ୍‌ର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ; ପ୍ରମାଣପତ୍ର ଦେଖାଇଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ପକ୍ଷରୁ ରବିବାର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍‌ ନେତା ଆତିଶୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆତିଶୀ କହିଛନ୍ତି ଯେ, ଆଜିଠାରୁ ଆମେ ଏକ…
Read More...

ଇସୁଦାନ ଗଡୱୀ ‘ଆପ୍‌’ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ଗୋଟିଏ ଦିନ ପରେ ଆମ୍ ଆଦମୀ ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
Read More...