Browsing Tag

2 died

ବିଷଧର ସାପକାମୁଡାରେ ଭାଇଭଉଣୀ ମୃତ

ଆଳି : କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ରାତିରେ ଶୋଇଥିବା ଅବସ୍ଥାରେ ବିଷଧର ସାପକାମୁଡାରେ ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି। ପୁଅର ବୟସ…
Read More...

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ…
Read More...

ସେଲଫି ନେବା ବେଳେ ନୃସିଂହନାଥ କପିଳଧାରରୁ ତଳକୁ ଖସି ପଡି ୨ ଛାତ୍ର ମୃତ

ପାଇକମାଳ :  ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣାରେ ସେଲଫି ନେବା ବେଳେ ଦୁଇ କଲେଜ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଜଣକର ମୃତ  ଦେହ ଉଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ପାଣିର ସ୍ରୋତ  ଓ ରାତି ହୋଇଯାଇଥିବାରୁ…
Read More...