ସେନା ଉପରକୁ ପଥର ଫିଙ୍ଗିବାରୁ ପୁଅ ଚପଲରେ ପିଟିଲେ ବାପ
ଶ୍ରୀନଗର: କାଶ୍ମୀରରେର ଦିନକୁ ଦିନ ପଥର ଫିଙ୍ଗିବା ଘଟଣା ବଢିବାରେ ଲାଗିଛି । ସେନା ଓ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବ ସୁରକ୍ଷାବଳଙ୍କ ଉପରେ ଯୁବକମାନେ ପଥର ମାଡ କରୁଛନ୍ତି । ମାତ୍ର ଏବେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ସୁରକ୍ଷାବଳଙ୍କ ଉପରକୁ ପଥରମାଡ କରିବାରୁ ପୁଅକୁ ଜଣେ ବ୍ୟକ୍ତି ଚପଲରେ ପିଟିଛନ୍ତି । ପଥର ମାଡ କରିବା ବଦଳରେ ପାଠ ପଢି ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଛନ୍ତି ।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
#Father showing right path to his son for throwing stones at #Security #forces.#IndianArmy #jagokashmirjago #UCLfinal #AsadDurrani #MannKiBaat #RememberingNehru #PartyTohBantiHai #WorldsToughestFinal #CliQ2Celebrate @GreaterKashmir_ @kashmirglobal #Srinagar #tral #27Mayıs pic.twitter.com/QR2M70Zsb3
— zeenat (@zeenat_mal) May 27, 2018