www.samajalive.in
Monday, December 15, 2025
24.1 C
Bhubaneswar

ଆପଣଙ୍କ କଥାରେ ଚାଲିବ ସ୍ମାର୍ଟଫୋନ୍, କରନ୍ତୁ ଏମିତି ସେଟିଂ

ନୂଆଦିଲ୍ଲୀ : ଏଣିକି ଆଉ ସ୍ମାର୍ଟଫୋନକୁ ଆଙ୍ଗୁଠିରେ ଚଳାଇବାକୁ ପଡିବନି । ଏକ ଛୋଟ ସେଟିଂ ପରେ ଆପଣଙ୍କ ଆଇଫୋନ୍ ସ୍ବରରେ କାମ କରିବ । ପ୍ରଥମେ ଆପଣ ନିଜ ଆଇଫୋନର ସେଟିଂକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଆକ୍ସେସିବିଲିଟିର ବିକଳ୍ପ ନଜର ଆସିବ । ଏହା ମଧ୍ୟରେ ଆପଣଙ୍କ ଭଏସ୍ କଣ୍ଟ୍ରୋଲର ବିକଳ୍ପ ମିଳିବ । ଏହା ଉପରେ ଟ୍ୟାପ୍ କରନ୍ତୁ ।

ଭଏସ୍ କଣ୍ଟ୍ରୋଲ ଭିତରେ ଆପଣଙ୍କୁ କମାଣ୍ଡ୍ସକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ କ୍ରିଏଟ୍ ନ୍ୟୁ କମାଣ୍ଡ ବିକଳ୍ପ ମିଳିବ । କ୍ରିଏଟ୍ ନ୍ୟୁ କମାଣ୍ଡରେ ଆପଣ ସ୍ମାର୍ଟଫୋନକୁ ଯାହା କମାଣ୍ଡ ବା ନିର୍ଦ୍ଦେଶ ଦେବାକୁ ଚାହୁଁଛନ୍ତି ତାକୁ ଲେଖନ୍ତୁ । ଆପଣଙ୍କୁ ଏହା ପରେ ଆକ୍ସନକୁ ଯିବାକୁ ହେବ ଏବଂ ରନ୍ କଷ୍ଟମ୍ ଜେଶ୍ଚରରେ କ୍ଲିକ୍ କରି ଯାହା ଜେଶ୍ଚର ଦେବେ ତାକୁ ଆଡ୍ କରିଦିଅନ୍ତୁ । ବାସ୍ ଏହା ପରେ ଆପଣଙ୍କ କଥା ଅନୁସାରେ ଆପଣଙ୍କ ଫୋନ୍ କାମ କରିବ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories