www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଝିଅଙ୍କ ବାପାକୁ ଗିରଫ କରାଯାଉ ବୋଲି ଭିଡିଓ ଦେଖି ଏମିତି କହିଲେ ଲୋକେ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଭିଡିଓରେ ରାସ୍ତାରେ ଏକ ଶିଶୁ ସ୍କୁଟି ଚଲାଉଥିବା ସହ ତାଙ୍କ ବାପା ସ୍କୁଟି ପଛରେ ବସିଛନ୍ତି । ଭିଡିଓଟି ମହାରାଷ୍ଟ୍ରର ବୋଲି ଜଣାପଡିଛି । ଶିଶୁଟି ସ୍କୁଲ ପୋଷାକ ପିନ୍ଧିଥିବା ମଧ୍ୟ ଭିିଡିଓରେ ଦେଖିପାରିବେ ।

- Advertisement -

ବାପା-ଝିଅ ଉଭୟ ହେଲ୍‌ମେଟ୍‌ ମଧ୍ୟ ପିନ୍ଧି ନାହାଁନ୍ତି । ଭିଡିଓଟି ଶେୟାର କରାଯିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଲୋକେ କହିଛନ୍ତି, ବାପା-ମାଆ ନିଜ ଛୁଆଙ୍କ ସହ ଅନ୍ୟର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌ ।

୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

ଦେଖନ୍ତୁ ଭିଡିଓ; ଜଙ୍ଗଲକୁ ପିକ୍‌ନିକ୍‌ ପାଇଁ ଯାଇ ବାଘକୁ ଉସୁକାଇଲେ ବ୍ୟକ୍ତି, ଆଉ ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories