୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଧନତେରସର ପର୍ବ ଖୁବ୍‌ ଶୁଭଙ୍କର । ୨୯ ଅକ୍ଟୋବର ଅର୍ଥାତ୍‌ ଧନତେରସରେ ଗ୍ରହଙ୍କ ରାଜକୁମାର ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପ୍ରବେଶ କରିବା ପରେ ବୁଧ,ଶୁକ୍ର ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେବ । ବୁଧଙ୍କ ଚଳନ ପରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । … Continue reading ୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..