www.samajalive.in
Monday, December 15, 2025
24.1 C
Bhubaneswar

୧୦୮ ନିଶା କଫ ସିରଫ ସମେତ ୪ ଗିରଫ

ସମ୍ବଲପୁର: ସମ୍ବଲପୁରର ଦଲେଇପଡା ରିଂ ରୋଡ ଅଞ୍ଚଳରୁ ପୁଲିସ ପାଟ୍ରୋଲିଂ ସମୟରେ ନିଶା କଫ ସିରଫ ସହିତ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ପେଟ୍ରୋଲିଂ ସମୟରେ ଖବର ପାଇ ପୁଲିସ ଚଢ଼ଉ ସମୟରେ ଦଲେଇପଡା ନିବାସୀ କାମେଶ ସାହା, ଏକଲାଖ ଖାନ, ସାହୁ କଲୋନୀ ନିବାସୀ ଶାନ୍ତନୁ ଦାସ ଓ ବୌଦ୍ଧ ଜିଲା ନିବାସୀ ପ୍ରଭାତ ମହାକୁଡ ଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ୧୦୮ ବୋତଲ ନିଶା କଫ ସିରଫ ଜବତ କରିଛି। ଏହି ନିଶା କଫ ସିରଫ ଗୁଡିକୁ ସେମାନେ ପ୍ରାୟ ୧ ବର୍ଷ ହେବ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଆଣି ବେଆଇନ ଭାବରେ ବ୍ୟବସାୟ କରୁଥିବାର ପୁଲିସ ନିକଟରେ ସ୍ୱିକାର କରିଛନ୍ତି। ଏଣୁ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories