www.samajalive.in
Saturday, December 6, 2025
15.1 C
Bhubaneswar

‘ସାହେବ ବିବି ଏବଂ ଗ୍ୟାଙ୍ଗ୍‍ଷ୍ଟାର-୩’ ଫ୍ଲପ୍‍

ନୂଆଦିଲ୍ଲୀ : ତିଗମାଂସୁ ଧୁଲିଆଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟାର-୩’ ବକ୍ସ ଅଫିସ୍‍ରେ ଭଲ ବ୍ୟବସାୟ କରିନାହିଁ। ‘ସାହେବ ବିବି ଏବଂ ଗ୍ୟାଙ୍ଗ୍‍ଷ୍ଟାର-୨’ ବକ୍ସ ଅଫିସ୍‍ରେ ଭଲ ବ୍ୟବସାୟ କରିଥିଲା ବେଳେ ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିନାହିଁ। ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି ମଧ୍ୟ କୌଣସି ପ୍ରଭାବ ପକାଇନାହିଁ। ଚଳଚ୍ଚିତ୍ରଟି ଫ୍ଲପ୍‍ ହେବା ପରେ ନିର୍ଦେଶକ ‘ତିଗମାଂସୁ ଧୁଲିଆ’ ଡିପ୍ରେସନ୍‍ର ଶିକାର ହୋଇଛନ୍ତି।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିିଲେ- ମୋ ଫିଲ୍ମ ଫ୍ଲପ୍‍ ହେବାରୁ ମୋତେ ବହୁତ ଖରାପ ଲାଗୁଛି। ମୁଁ ଏବେ ଡିପ୍ରେସନ୍‍ରେ ଅଛି। ମୁଁ ଜାଣି ପାରୁନି ଆମର ଭୁଲ କେଉଁଠି ରହିଲା। ଏଥିପାଇଁ ମୁଁ ମୋ ନିଜକୁ ହିଁ ଦାୟୀ କରୁଛି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ଏଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories