ଅନ୍ଧ ବିଶ୍ୱାସରେ ୨୦୧୧ ବିଶ୍ୱକପ୍‌ର ଫାଇନାଲ ଦେଖି ନ ଥିଲେ ସଚିନ, ସେହ୍ବାଗଙ୍କୁ ବି ମନା କରିଥିଲେ

ମୁମ୍ବଇ .- ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୧୧ ମସିହାରେ ବିଶ୍ୱକପ୍‌ କ୍ରିକେଟ ଦେଖି ନ ଥିଲେ । ସେ ସେହ୍ବାଗଙ୍କୁ ବି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଦେଖିବାକୁ ମନା କରିଥିଲେ । ବିଶ୍ୱକପ୍‌ ୨୦୧୧ର କ୍ରିକେଟ ଟିମର ସଦସ୍ୟ ଥିଲେ ।   ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୨୭୪ ରନ୍‌ କରିଥିଲା ।  ଭାରତ ଏହି ମ୍ୟାଚ ବେଶ୍‌ ଭଲ ଖେଳିଥିଲା ।   ହେଲେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସଚିନ ଏହି ମ୍ୟାଚକୁ ଦେଖି ନଥିଲେ । ସେ ଭାରତ ଜିତୁ ବୋଲି ଚାହୁଁଥିବାରୁ ମ୍ୟାଚ ନ ଦେଖଇବା ସହ ସେହ୍ବାଗଙ୍କୁ ବି ମ୍ୟାଚ ଦେଖାଇ ନଥିଲେ । ନିଜର ଆତ୍ମ ଜୀବନୀରେ ସଚିନ ଏ ବିଷୟରେ ବର୍ଣ୍ଣନା କରିଛନ୍ତି ।

prayash

ମୁମ୍ବଇରେ ଏହି ପୁସ୍ତକକୁ  ଉନ୍ମୋଚିତ କରାଯାଇଛି। ଏହି ଉତ୍ସବରେ ସୌରଭ ଗାଙ୍ଗୁଲୀଙ୍କ ସହ ଭିଭିଏସ୍‌ ଲକ୍ଷ୍ମଣ ,  ରାହୁଲ ଡ୍ରାବିଡ୍‌ଙ୍କ ପରି ମହାନ କ୍ରିକେଟିୟର ଉପସ୍ଥିତ ଥିଲେ । ସେ କ୍ରିକେଟ ଖେଳିବା ବେଳେ ଅନେକ ଅକୁହା ମଜାଦାର ଘଟଣାକୁ ପ୍ରକାଶ କରିଥିଲେ ।

kalyan agarbati

Comments are closed.