BJD Bijuli 480×75 Mob

ଆବାସିକ ଭବନ ପରିସରରେ ଅଗ୍ନିକାଣ୍ଡ : ୧୩ ମୃତ,୨୭ ଆହତ

BJD Bijuli 480×75 Mob
0

ହାନୋଇ : ଭିଏତ୍‍ନାମର ଚି ମିନ୍‍ହ ସହରର ଏକ ବୃହତ ଆବାସିକ ଭବନ ପରିସରରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ଆହତ ହୋଇଛନ୍ତି । ଅଗ୍ନିଶମ ଏବଂ ପୁଲିସ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ଆଜି ସକାଳେ  ଏହି ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏଥିରେ କେହି ନିଖୋଜ ହୋଇଥିବା ସ୍ପଷ୍ଟ ହୋଇ ନାହିଁ । ଭିଏତ୍‍ନାମ ପ୍ରଧାନମନ୍ତ୍ରୀ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି।

Leave A Reply