www.samajalive.in
Monday, December 15, 2025
24.1 C
Bhubaneswar

ରାଉରକେଲାରେ ପଖାଳ ଦିବସ ପାଳିତ

ରାଉରକେଲା: ରାଉରକେଲା ସହରରେ ପଖାଳ ଦିବସ ପାଳିତ ହୋଇଯାଇଛି। ରାଉରକେଲା ସାଇନ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ଗୀତାଞ୍ଜଳି ପତ୍ରୀ, ଲେଖକ ହୃଦାନନ୍ଦ ପଟେଲ, ବ୍ୟବସାୟୀ ଅମିତାଭ ସାମଲ ଏବଂ ଏନଏସଓ କାର୍ଯ୍ୟାଳୟର ନିର୍ଦ୍ଦେଶକ ମୁକେଶ ସାହୁ, କାବେରୀ ପେଣ୍ଟସର ନିର୍ଦେଶକ ଋଷଭ ଜୟେସ୍ୱାଲ ପ୍ରମୁଖ ଯୋଗ ଦେଇଥିଲେ।

ପଖାଳ ଦିବସ ଏକ ପାରମ୍ପାରିକ ଉତ୍ସବ, ଯେଉଁଥିରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ। ଓଡିଶାର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଓଡିଆ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମାଛ ତରକାରୀ, ଚଟନୀ, ଏବଂ ଅନ୍ୟାନ ଖାଣ୍ଟି ଓଡ଼ିଆ ଖାଦ୍ୟ ସହ ପଖାଳ ପ୍ରଦର୍ଶିତ କରାଯାଇଥିଲା। ଅତିଥିମାନେ ଖାଦ୍ୟର ଅନନ୍ୟ ସ୍ୱାଦକୁ ପ୍ରଶଂସା କରିଥିଲେ ଏବଂ ପ୍ରାମାଣିକ ଓଡିଆ ଖାଦ୍ୟ ପ୍ରସ୍ତୁତ କରିବାରେ ଟିକ୍କୱେଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories