www.samajalive.in
Sunday, December 7, 2025
14.1 C
Bhubaneswar

ଏହି ୫ଟି ଖାଦ୍ୟକୁ ୨ୟ ଥର ଗରମ କଲେ ହୋଇଥାଏ ବିଷ..

ଅନେକ ସମୟରେ ବଳକା ବ୍ୟଞ୍ଜନ,ଭାତ ଓ ଅନ୍ୟ ବିଭିନ୍ନ ଖାଦ୍ୟ ଜିନିଷକୁ ୨ୟ ଥର କିମ୍ବା ବାରମ୍ବାର ଗରମ କରି ଅଧିକାଂଶ ଲୋକେ ସେବନ କରି ଥାଆନ୍ତି। ମାତ୍ର ଏଭଳି କେତେକ ଖାଦ୍ୟ ରହିଛି ଯାହାକୁ ବାରମ୍ବାର ଗରମ କରି ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଅନେକ ସମୟରେ ଲୋକେ ଚା’କୁ ବାରମ୍ବାର ଗରମ କରି ପିଇ ଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସହ ଏସିଡିଟି ହୋଇଥାଏ।

ଚାଣକ୍ୟ ନୀତି : ଏହି ଅଭ୍ୟାସ ଥିଲେ ଟଙ୍କା ଅଭାବ ହେବନି, ସବୁବେଳେ ରହିବେ ମାଲାମାଲ୍..

- Advertisement -

ପାଳଙ୍ଗ ଶାଗରେ ପ୍ରସ୍ତୁତ ଖାଦ୍ୟକୁ ୨ୟ ଥର ଗରମ କରି ଖାଇବା ଉଚିତ୍ ନୁହେଁ। ପାଳଙ୍ଗ ଶାଗରେ ଆଇରନ ପ୍ରଚୁର ମାତ୍ରାରେ ରହିଛି। ତେଣୁ ଏହାକୁ ୨ ଥର ଗରମ କରି ଖାଇଲେ ପେଟ ଜନିତ ସମସ୍ୟା ହୋଇଥାଏ।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

ଖାଦ୍ୟ ପ୍ରସ୍ତୁତ ପରେ ବଳକା ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହେବା ସହ ମାରାତ୍ମକ ରୋଗର କାରଣ ପାଲଟିଥାଏ।

ଷଣ୍ଢକୁ ଉସୁକାଇଲେ ବ୍ୟକ୍ତି : ତା’ପରେ ୩ ଥର ଉଠାଇ.. କ’ଣ ହେଲା ଦେଖନ୍ତୁ ଭିଡିଓ


ଏହି ତେଲରେ ପ୍ରସ୍ତତ ଖାଦ୍ୟର ସେବନ କରିବା ଦ୍ୱାରା ପେଟରେ ଚର୍ବି ମାତ୍ରା ବୃଦ୍ଧି ପାଇଥାଏ।
ଛତୁ ୨ୟ ଥର ଗରମ କରି ଖାଇବା ଦ୍ୱାରା ଏହାର ପ୍ରୋଟିନ୍ ନଷ୍ଟ ହୋଇଯାଏ।
ଭାତକୁ ୨ୟ ଥର ଗରମ କରି ଖାଇବା ଦ୍ୱାରା ପେଟ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories