www.samajalive.in
Saturday, December 6, 2025
26.1 C
Bhubaneswar

ଚାଣକ୍ୟ ନୀତି : ଏହି ଅଭ୍ୟାସ ଥିଲେ ଟଙ୍କା ଅଭାବ ହେବନି, ସବୁବେଳେ ରହିବେ ମାଲାମାଲ୍..

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟର କିଛି ସ୍ୱତନ୍ତ୍ର ଅଭ୍ୟାସ କାରଣରୁ ସେମାନେ ସବୁବେଳେ ଉନ୍ନତି କରିବା ସହ ଆଦୌ ଧନର ଅଭାବ ହୋଇନଥାଏ। ସବୁବେଳେ ମାଲାମାଲ୍ ରହି ଥାଆନ୍ତି। ପ୍ରତ୍ୟେକ ମନୁଷ୍ୟ ଇଚ୍ଛା କରନ୍ତି,ସେମାନେ ସଫଳତା ହାସଲ କରନ୍ତୁ। ମାତ୍ର କିଛି ଅଭ୍ୟାସ କାରଣରୁ ହିଁ ସଫଳତା ହାସଲ କରି ପାରନ୍ତି ନାହିଁ।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

- Advertisement -

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟ ମଧ୍ୟରେ ସର୍ବଦା ନିଜ ଲକ୍ଷ୍ୟକୁ ରଖିବା ଆବଶ୍ୟକ।

ମନୁଷ୍ୟ କ’ଣ କରିବାକୁ ଇଚ୍ଛା କରନ୍ତି, ତାହାର ଲକ୍ଷ୍ୟ ରଖିବା ଉଚିତ୍। ମାତ୍ର ନିଜ ଲକ୍ଷ୍ୟ ବିଷୟରେ କଦାପି ଅନ୍ୟକୁ କୁହନ୍ତୁ ନାହିଁ। ଏହାଦ୍ୱାରା କଦାପି ଉନ୍ନତି କରି ପାରିବେ ନାହିଁ।

ବିବାହ ପାଇଁ ହେଲିକପ୍ଟର ବୁକ୍ କରିବେ କି? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବ..

ଯେଉଁମାନେ ଆପଣଙ୍କ ଲକ୍ଷ୍ୟ ବିଷୟରେ ଜାଣନ୍ତି ସେମାନେ ବାଧା ସୃଷ୍ଟି କରନ୍ତି।

ମନୁଷ୍ୟକୁ ସର୍ବଦା ପରିଶ୍ରମ, ରଣନୀତି ଓ ସଠିକ୍ ସମୟରେ ହିଁ କାର୍ଯ୍ୟ କରିବା ଉଚିତ୍। ଏହାଦ୍ୱାରା ନିଶ୍ଚୟ ସଫଳତା ପ୍ରାପ୍ତି ହୋଇଥାଏ।

ନିଜର ଦୁର୍ବଳତା ବିଷୟରେ କାହାରିକୁ ମଧ୍ୟ ଜଣାନ୍ତୁ ନାହିଁ।

ଦୁର୍ବଳତା ଜାଣିବା ପରେ ସେମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରନ୍ତି।

ଏହି ଅଭ୍ୟାସ ପ୍ରତି ଧ୍ୟାନ ଦେଲେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ସହ ଅଧିକ ଧନସମ୍ପତ୍ତି ରୋଜଗାର କରିଥାଏ। ଧନ ଅଭାବ ରହିନଥାଏ। ସବୁବେଳେ ମାଲାମାଲ୍ ରୁହନ୍ତି।

ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories