ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

ଖରାଦିନ ଆରମ୍ଭ ହୋଇ ସାରିଲାଣି। ବର୍ତ୍ତମାନ ଏପ୍ରିଲ ମାସରୁ ପ୍ରବଳ ଖରା ଆରମ୍ଭ ହେବା ସହ ଗରମରେ ଲୋକଙ୍କ ଅବସ୍ଥା ବେହାଲ ହେଇପଡୁଛି। ଗରମ ଅନୁଭବ ହେବା ମାତ୍ରେ ଲୋକେ ଫ୍ରିଜରେ ପାଣି ବୋତଲ ରଖିଥାଆନ୍ତି। ଅନେକ ସମୟରେ ଏପରି ମଧ୍ୟ ଦେଖାଯାଏ, ଫ୍ରିଜରୁ କାଢି ସିଧାସଳଖ ପାଣି ପିଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। ଆପଣଙ୍କର ଏହି ଅଭ୍ୟାସ ଥିଲେ, ବଦଳାଇ ଦିଅନ୍ତୁ। କାରଣ ହୃଦୟ … Continue reading ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!